ମନୋରଞ୍ଜନ

ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା ସେଟ୍ଟୀ

(ମୁମ୍ବାଇ) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଉକ୍ତ ଚିଠିକୁ ସେ ବିଜେପିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର ବି କରିଛନ୍ତି।  ଏହି ଚିଠିରେ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କ ରାମମନ୍ଦିର ନିର୍ମାଣକୁ ‌ନେଇ କୃତଜ୍ଞତା ଜଣାଇଛନ୍ତି।

ସୂଚନାନୁଯାୟୀ , ଶିଳ୍ପା ମୋଦୀଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇ କହିଛନ୍ତି, ‘ଆଦରଣୀୟ ମୋଦୀ, କିଛିଲୋକ ଇତିହାସ ପଢ଼ିଥାଆନ୍ତି। କିଛିଲୋକ ଇତିହାସ ଶିଖିଥାଆନ୍ତି ଓ ରଚିଥାଆନ୍ତି। କିନ୍ତୁ ଆପଣଙ୍କ ଭଳି ଲୋକ ଇତିହାସ ବଦଳାଇବା ସହିତ ଇତିହାସ ରଚିଦେଲେ। ଜାନୁଆରି ୨୨ ତାରିଖ‌‌ରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ବି ହେଲା।  ଏଥିପାଇଁ ଆପଣଙ୍କୁ ମୋର ହୃଦୟରୁ ଧନ୍ୟବାଦ।

Related posts

 ଖ୍ରୀଷ୍ଟମାସରେ ରିଲିଜ ହେବ ମିଥୁନଙ୍କ ସିନେମା ‘କାବୁଲିୱାଲା’ 

mahabharatanews

 ଫିଲ୍ମ ‘ଆଦିପୁରୁଷ’ :୧୦ହଜାର ଟିକେଟ ଫ୍ରି’ରେ ଦେବେ ପ୍ରଯୋଜକ   

mahabharatanews

ଦର୍ଶକଙ୍କ ମନ ମୋହୁଛି  ଫିଲ୍ମ ‘ସତ୍ୟପ୍ରେମ କି କଥା’

mahabharatanews