ଓଡିଶା

ପୁରୀ ରେଡ଼କ୍ରସ ରୋଡ଼ର ଏକ ନାଳରେ ପଡିଛି ଅଜଣା ଯୁବକର ଶରୀର

ପୁରୀ ରେଡ଼କ୍ରସ ରୋଡ଼ର ଏକ ନାଳରେ ପଡିଛି ଅଜଣା ଯୁବକର ମୃତଦେହ। ଦୁଇ ତିନି ଦିନ ଧରି ନଳା ଭିତରେ ଏହି ମୃତଦେହ ପଡ଼ିଥିବା ବେଳେ ଆଜି ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ କୁମ୍ଭାରପଡା ଥାନାକୁ ଖବର ଦିଆଯାଇଥିଲା. ତେବେ ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ମୃତ ଯୁବକର ପରିଚୟ ମିଳିପାରିନାହିଁ. ସେପଟେ ଯୁବକଟି ନିଶାଗସ୍ତ ହୋଇ ନାଳରେ ପଡିଯାଇଛି କି ତାକୁ ହତ୍ୟା କରାଯାଇଛି ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Related posts

କାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

mahabharatanews

ସୋମବାର ଦିନ ଏହିସବୁ ନିୟମ ପାଳନ କଲେ, ଦୂର ହେବ ସମସ୍ୟା

mahabharatanews

ସ୍କୁଲ ଅନୁଦାନ ଟଙ୍କା ହଡପ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ବଦଳି ଦାବି

mahabharatanews