ଖେଳଦେଶ ବିଦେଶନେପାଳକୁ ହରାଇ ସୁପର-୮କୁ ଗଲା ୱେଷ୍ଟଇଣ୍ଡିଜ୍mahabharatanewsFebruary 15, 2026 by mahabharatanewsFebruary 15, 2026011 ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପ୍ ୨୦୨୬ରେ ପ୍ରଥମ ଦଳ ଭାବେ ସୁପର ୮ରେ ପ୍ରବେଶ କରିଛି । ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ୯ୱିକେଟ୍ରେ ନେପାଳକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଛି...
ଦେଶ ବିଦେଶରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହmahabharatanewsFebruary 15, 2026 by mahabharatanewsFebruary 15, 2026011 ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସାମ୍ପ୍ରତିକ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ କେନ୍ଦ୍ରର ନୀତି...
ଦେଶ ବିଦେଶଶପଥ ନେବେ ତାରିକ ରହମାନ, ମୋଦିଙ୍କୁ ନିମନ୍ତ୍ରଣ କରିପାରେ ବାଂଲାଦେଶmahabharatanewsFebruary 15, 2026 by mahabharatanewsFebruary 15, 202608 ବାଂଲାଦେଶର ଅଧ୍ୟକ୍ଷ ତାରିକ ରହମାନଙ୍କ ନେତୃତ୍ୱରେ ନବନିର୍ବାଚିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ସରକାର ଶପଥ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବାରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି। ଶପଥ ଗ୍ରହଣ ପୂର୍ବରୁ, ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ...
bharatଦେଶ ବିଦେଶବିଶ୍ୱଗାଡି ଚାଳକଙ୍କ ପାଇଁ ବଡ ଚେତାବନୀ ଜାରି କରିଛନ୍ତି ପରିବହନ ବିଭାଗ ।mahabharatanewsFebruary 15, 2026 by mahabharatanewsFebruary 15, 2026012 ଗାଡି ଚାଳକଙ୍କ ପାଇଁ ବଡ ଚେତାବନୀ ଜାରି କରିଛନ୍ତି ପରିବହନ ବିଭାଗ । ଖାସକରି ପ୍ରଦୂଷଣକୁ କଡ଼ାକଡ଼ି ଭାବେ ରୋକିବା ପାଇଁ, ପରିବହନ ବିଭାଗ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଉ ଏହି ନିଷ୍ପତ୍ତି...
ଦେଶ ବିଦେଶବିନା ଭିସାରେ ଭାରତୀୟ ଯାତ୍ରୀମାନେ ବୁଲିପାରିବେ ୫୬ଟି ଦେଶmahabharatanewsFebruary 13, 2026 by mahabharatanewsFebruary 13, 2026010 ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତୀୟ ପାସପୋର୍ଟର ଶକ୍ତି ବଢିଲା । ଏବେ ବିନା ଭିସାରେ ଭାରତୀୟ ଯାତ୍ରୀମାନେ ବୁଲିପାରିବେ ୫୬ଟି ଦେଶ । ନିକଟରେ ପ୍ରକାଶିତ ୨୦୨୬ ମସିହା Henley Passport Indexରେ ଭାରତର ରାଙ୍କ...
ଖେଳଦେଶ ବିଦେଶ୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେmahabharatanewsFebruary 13, 2026 by mahabharatanewsFebruary 13, 2026014 ୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ । ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ପରି ପୂର୍ବତନ ବିଶ୍ବ ଚାମ୍ପିୟନ ଦଳକୁ ୨୩ ରନ୍ରେ ହରାଇ ଦେଇଛି ଜିମ୍ବାୱେ । କଲୋମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ...
ଖେଳଦେଶ ବିଦେଶଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବmahabharatanewsFebruary 12, 2026 by mahabharatanewsFebruary 12, 2026010 ଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଏବଂ ନାମିବିୟା ମଧ୍ୟରେ ଖେଳାଯିବ ମ୍ୟାଚ୍ । ଚଳିତ ବିଶ୍ବକପ୍ରେ ନାମିବ୍ୟା...
ଦେଶ ବିଦେଶବାଂଲାଦେଶରେ ଏବେ ନିର୍ବାଚନୀ ମାହୋଲmahabharatanewsFebruary 12, 2026 by mahabharatanewsFebruary 12, 202608 ବାଂଲାଦେଶରେ ଏବେ ନିର୍ବାଚନୀ ମାହୋଲ । ଆଜି ନୂଆ ସରକାର ବାଛୁଛି ବାଂଲାଦେଶ । ଭୋଟରମାନେ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି । ଅପରାହ୍ନ ୪:୩୦ ପର୍ଯ୍ୟନ୍ତ ମତଦାନ ଜାରି ରହିବ, ତା’ପରେ...
ଓଡିଶାଦେଶ ବିଦେଶଆସନ୍ତାକାଲି ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରାmahabharatanewsFebruary 11, 2026 by mahabharatanewsFebruary 11, 2026010 କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡ଼ରେସନମାନ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି । ଓଡ଼ିଶାର ପ୍ରମୁଖ ବାମପନ୍ଥୀ ଦଳମାନେ ଯଥା ସିପିଆଇ, ସିପିଆଇ(ଏମ୍), ସିପିଆଇ...
ଦେଶ ବିଦେଶଫେବୃଆରୀ ୧୭ ତାରିଖରେ ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତିmahabharatanewsFebruary 10, 2026 by mahabharatanewsFebruary 10, 2026012 ଫେବୃଆରୀ ୧୭ ତାରିଖରେ ଏକ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ସେ ଫେବୃଆରୀ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ। ତାଙ୍କ ଭାରତ ଗସ୍ତ...