ମନୋରଞ୍ଜନ

୭ଦିନରେ ୩୦୦ କୋଟି ରୋଜଗାର କଲା ‘ଗଦର-୨’

(ମୁମ୍ବାଇ) : ଧମାକାଦାର ପଦର୍ଶନ କରିଛି  ‘ଗଦର-୨’  ୭ଦିନରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଫିଲ୍ମଟି ୭ଦିନ ମଧ୍ୟରେ ଅନେକ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଛି।

ସୂଚନାନୁଯାୟୀ , ‘ଗଦର ୨’ ୭ଦିନରେ ୨୮୪କୋଟିରୁ ଅଧିକ ଟଙ୍କା ରୋଜଗାର କରି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଗଦର-୨ ଅଗଷ୍ଟ ୧୫ରେ ୫୫.୪୦କୋଟି ଟଙ୍କା ରୋଜଗାର କରିଥିଲା। ଏପର୍ଯ୍ୟନ୍ତ କୌଣସି ଭାରତୀୟ ଚଳଚ୍ଚିତ୍ର ସ୍ୱାଧୀନତା ଦିବସ ଅବସରରେ ଏତେ କୋଟି ଟଙ୍କାର ଆୟ କରିନଥିଲା। ଏଭଳି କରିବାରେ ଗଦର-୨ ପ୍ରଥମ ଫିଲ୍ମ ଥିଲା।

Related posts

ଖୁବଶୀଘ୍ର ଓଟିଟିରେ ‘ଦ କେରଳ ଷ୍ଟୋରି’

mahabharatanews

ଶିଳ୍ପା ଏବଂ ରାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

mahabharatanews

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ରାଜ କୁନ୍ଦ୍ରାଙ୍କ ଫିଲ୍ମ

mahabharatanews