specialଓଡିଶା

Big Update : ୩ୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀ ପାଇବେ “ସୁଭଦ୍ରା”

ବ୍ୟୁରୋ : ସୁଭଦ୍ରାକୁ ନେଇ ବଡ ଅପଡେଟ। ଡିସେମ୍ବର ସୁଦ୍ଧା 1 କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ତୃତୀୟ ପର୍ଯ୍ୟୟରେ ସାମିଲ ହେବେ ସମସ୍ତ ଅଙ୍ଗନୱାଡି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି। ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କୁ ସାମିଲ ପାଈଁ ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ ବୈଠକ। ୨୪ସୁଦ୍ଧା 20 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବା ସହ 80 ଲକ୍ଷ ଟପିବ ସୁଭଦ୍ରା। 1 କୋଟି 16 ଲକ୍ଷରେ ପହଞ୍ଚିଲାଣି ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା। 5 ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଅପିଲ କଲେ ଉପମୁଖ୍ୟମନ୍ତ୍ରୀ। ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଥିବା ସୂଚନା । ୩ୟ ପର୍ଯ୍ୟାୟ ସୁଭଦ୍ରାର ସମସ୍ତ ଅଙ୍ଗନବାଡି କର୍ମୀ ଉପକୃତ ହେବେ।

Related posts

ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପରିବେନି ଗଣମାଧ୍ୟମ ପ୍ରତିନିଧି

mahabharatanews

ସଂଗରୋଧ କେନ୍ଦ୍ର ରେ ଏସ.ଏଚ.ଜି ଗ୍ରୁପ ଯୋଗାଉଛି ସୁସ୍ଵାଦୁ ମିଠା

mahabharatanews

କାରୋନା ତାଲା ପଡିଲା ପୁରୀ ଜୁଡିସିଆଲ କୋର୍ଟରେ

mahabharatanews