ଅପରାଧ

ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଇନିସପେକ୍ଟରଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଗୁରୁବାର ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ପୋଲିସ ଇନିସପେକ୍ଟରଙ୍କ ମୃତ୍ୟୁ ହୋଇଛି। ମୃତ ଇନିସପେକ୍ଟରଙ୍କ ନାମ ନିର୍ମଳ ଚୌବେ । ହସ୍ପିଟାଲ ନିଆଯାଉଥିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି। ବିଧାନସଭାର ୭ ନମ୍ବର ଗେଟ୍ ନିକଟରେ ଏହି ଗୁଳିକାଣ୍ଡ ହୋଇଛି।
ବିଧାନସଭା ୭ ନମ୍ବର ଗେଟ୍ରେ ଚୌବେ ମୂତୟନ ଥିଲେ। ଅଚାନକ ଗୁଳି ଶବ୍ଦ ଶୁଣି ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ଦେଖନ୍ତି ଚୌବେଙ୍କ ଦେହରେ ଗୁଳିବାଜିଛି ଓ ସେ ତଳେ ପଡିଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ତାଙ୍କ ପକେଟରୁ ଏକ ସୁଇସାଇଡ ନୋଟ ପୁଲିସକୁ ମିଳିଛି । ସେ ଦୂରାରୋଗରେ ପୀଡ଼ିତ ଥିବାରୁ ଜୀବନ ହାରିଥିବା କହିଛନ୍ତି। ଏଥିସହ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ଆପଣାଇଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ଏହାକୁ ନେଇ ଲକ୍ଷ୍ନୌରେ ଉତ୍ତେଜନା ଦେଖାଦେଇଛି।

 

For that reason, Modafinil is sold in a regulated manner so that they can be used correctly and under the supervision of a doctor. However, although you cannot buy Modafinil from pharmacies in Australia, it can be imported to Australia. Sildenafil There is a possibility that the order for Modafinil will be intercepted, although it is not common.

Related posts

ମନ୍ନତରେ ଏନସିବି ଟିମର ଚଢାଉ 

mahabharatanews

ନକଲି ମଦ ପିଇ ୨୧ ମୃତ

mahabharatanews

ଗଣଧର୍ଷଣ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୦ ଵର୍ଷ ସଶ୍ରମ କାରାଦଣ୍ଡ

mahabharatanews