ମନୋରଞ୍ଜନ

ଖୁବଶୀଘ୍ର ଆସୁଛି ‘ଶ୍ରୀମଦ୍ ରାମାୟଣ’

(ମୁମ୍ବାଇ) : ଖୁବଶୀଘ୍ର ଆସିବାକୁ ଯାଉଛି  ନୂଆ ସୋ’ ‘ଶ୍ରୀମଦ୍ ରାମାୟଣ’। ୨୦୨୪ ଜାନୁଆରୀରେ ରିଲିଜ୍ ହେବାକୁ ଥିବା ଏହି ଟେଲିଭିଜନ୍ ସୋ’ ପୌରାଣିକ ମହାକାବ୍ୟ ରାମାୟଣର ସଦ୍ୟତମ ରୂପାନ୍ତର। ଅଗଷ୍ଟ ୧୪ ତାରିଖରେ  ‘ଶ୍ରୀମଦ୍ ରାମାୟଣ’ର ଏହି ପ୍ରୋମୋକୁ ସୋନି ଟିଭି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ (ହିନ୍ଦୀରେ) ‘ସଂସ୍କୃତିର ଗର୍ବ, ସଂସ୍କାରର ଶିଖର, ଭକ୍ତିର ମହାମନ୍ତ୍ର’ ଟ୍ୟାଗଲାଇନ୍ ଦେଇ ସେୟାର କରିଛି।

ସୂଚନାନୁଯାୟୀ , ଶ୍ରୀରାମଙ୍କ କାହାଣୀ ‘ଶ୍ରୀମଦ୍ ରାମାୟଣ’ କେବଳ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ଖୁବ୍ ଶୀଘ୍ର ଆସୁଛି ବୋଲି ଲେଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମେଗା ଧାରାବାହିକର  କାଷ୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ପ୍ରକାଶ କରାଯାଇନାହିଁ।

Related posts

‘ଦି କପିଲ ଶର୍ମା ଶୋ’କୁ ନେଇ ଜନ୍ ଇବ୍ରାହମଙ୍କ ବଡ଼ ଖୁଲାସା

mahabharatanews

ବଲିଉଡ୍‌ ଅଭିନେତା ବୀର ଦାସଙ୍କୁ ଆନ୍ତର୍ଜାତିକ ଏମି ପୁରସ୍କାର

mahabharatanews

ଟ୍ରୋଲ ହେଲେ ଅଭିନେତ୍ରୀ ମଲାଇକା

mahabharatanews