ଓଡିଶା

ଆଜିଠୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

(ପୁରୀ) : ଆଜିଠୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ତେବେ କେବଳ ପୁରୀବାସୀଙ୍କୁ ପ୍ରବେଶ ପାଇଁ  ଅନୁମତି ମିଳିଛି । ସକାଳ ୭ରୁ ପରିଚୟ ପତ୍ର ଦେଖାଇ ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାରରେ ପୁରୀ ବାସିନ୍ଦା ପ୍ରବେଶ କରିପାରିବେ ।  ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ଭକ୍ତ, ପୁରୀ ବାସିନ୍ଦା, ସେବକ ଓ ରାଜନେତା ସମସ୍ତେ ଏହି ଦାବି ଉଠାଇଥିଲେ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ଦାବି ଜଣାଇଥିଲେ। ଭକ୍ତ, ପୁରୀ ବାସିନ୍ଦା, ସେବକ ଓ ରାଜନେତା ସମସ୍ତେ ଏହି ଦାବି ଉଠାଇଥିଲେ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ଦାବି ଜଣାଇଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗତକାଲି ଏକ ଟୁଇଟ କରିଥିଲେ। ସେଥିରେ ଉଲ୍ଲେଖ କରିଥିଲେ ‘ ଅତିଶୀଘ୍ର ଆଉ ଗୋଟିଏ ଦ୍ୱାର ନଖୋଲିଲେ, କାଲିଠୁ ପଶ୍ଚିମଦ୍ୱାର ଆଗରେ ବସି ଠାକୁରଙ୍କୁ ଆରାଧନା କରିବେ।

Related posts

ଆସୁଛି ଧର୍ମ ମାସ, ବାବା ଧବଳେଶ୍ଵରଙ୍କୁ ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ 

mahabharatanews

କଟକରେ ଭସାଣ ବେଳେ ଯାନବହାନ ଚଳାଚଳ ଉପରେ ବାରଣ

mahabharatanews

ବାଟରେ ଛକି ବସିଥିଲା ମୃତ୍ୟୁ

mahabharatanews