ଓଡିଶା

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେବ ସ୍କୁଲ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଉଗ୍ର ରୂପ ନେବ । ଏହାକୁ ଦୃଷ୍ଟିରେ ରଖି ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ସକାଳୁଆ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏ ଚାଲିବାକୁ ଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ୯ଟାରୁ ୧ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ଏକ ଚିଠି ସମସ୍ତ ଡିଇଓଙ୍କୁ କରିଛନ୍ତି ବିଭାଗୀୟ ଅତିରିକ୍ତ ସଚିବ ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବରୁ ଏସଆରସି ପ୍ରଦୀପ ଜେନା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରି ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ପଟେ କରୋନ ପାଇଁ ୨୦୨୦-୨୧ ବର୍ଷର ଶାକ୍ଷାଦାନ ପ୍ରଭାବିତ ହୋଇଥିବା ବେଳେ ୩ ମାସ ୯ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀ ଗୃହରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ହୋଇଥିଲା । ଅନ୍ୟପଟେ ଏବେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଛି ।

Reducing calories in can come from supplement ingredients that suppress your hunger or reduce the amount of calories you actually absorb. cialis south africa price Increasing calories out, which is the mechanism by which most weight loss pills function, can happen by increasing your energy expenditure or your fat oxidation.

Related posts

ତିରିଂରେ ସିପିଆଇର ଦାବି ଦିବସ ପାଳିତ

mahabharatanews

ବୋଲେରୋ ଧକ୍କାରେ ଜଣେ ମୃତ; ଡ୍ରାଇଭର ଅଟକ

mahabharatanews

ମାଲକାନାଗିରିରେ ବନ୍ୟା ଆଶଙ୍କା

mahabharatanews