ମନୋରଞ୍ଜନ

ଧର୍ମେନ୍ଦ୍ରଙ୍କ ନାତୁଣୀ ହାତରେ ଲାଗିଲା ମେହେ‌ନ୍ଦୀ

(ମୁମ୍ବାଇ) : ୨୦୨୩ ସନ୍ନି ଦେଓଲଙ୍କ ପୁଅର ବାହାଘର ପରେ କୌର୍‌ ଓ ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା ଚୌଧୁରୀଙ୍କ ହାତରେ ମେହେ‌ନ୍ଦୀ ଲାଗିଛି। ହଁ ଆଂଜ୍ଞା ସନ୍ନି ଦେଓଲଙ୍କ ଏହି ଭାଣିଜୀ ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ପିନ୍ଧିଥିବା ବେଳେ ତାଙ୍କର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ‌ହେଉଛି। ତେବେ ଆମେ କହିଦେଉଛୁ ଯେ ୩୧ ତାରିଖରେ ନିକିତାଙ୍କ ବିବାହ ହୋଇସାରିଛି।

ସୂଚନାନୁଯାୟୀ , ନିକିତାଙ୍କ ବାହାଘର ଉଦୟପୁରରେ ସାହି ଅନ୍ଦାଜରେ ହୋଇଛି। ସନ୍ନି ଦେଓଲ, ଅଭୟ ଦେଓଲ ଓ ବବି ଦେଓଲ ଭାଣିଜୀର ବିବାହରେ ଯୋଗ ଦେବାକୁ ଯାଇ ଉଦୟପୁରରେ ପହଞ୍ଚିଛନ୍ତି। ନିକିତା ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଝିଅ ଅଜିତା ଦେଓଲଙ୍କ ସାନ ଝିଅ। ସନ୍ନି ଦେଓଲ ଓ ବବି ଦେଓଲଙ୍କ ଭାଣିଜୀ ନିକିତା ଆମେରିକାରରେ ରହନ୍ତି। ତାଙ୍କ ବିବାହ ଉତ୍ସବରେ କିଛି ବିଦେଶି ଅତିଥି ବି ସାମିଲ୍‌ ହେବେ ବୋଲି ଶୁଣିବାକୁ ମିଳୁଛି।

Related posts

ଅଫେରା ରାଇଜରେ ରାଜେଶ୍ୱରୀ

mahabharatanews

‘ମୁଁ ସାଜିଦ ଖାନଙ୍କ ଭୂତ,ସମସ୍ତଙ୍କୁ ଖାଇବି’

mahabharatanews

ଆଜି ପରଦାକୁ ଆସିବ ‘ଲଭ ଇନ୍ ଲଣ୍ଡନ୍‌’

mahabharatanews