ଓଡିଶାପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ: ଅଶ୍ୱିନୀ ବୈଷ୍ଣବmahabharatanewsJune 21, 2022 by mahabharatanewsJune 21, 20220149 ପୁରୀ: ଖୁବ୍ ଶିଘ୍ର ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୬୪ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହି ଅର୍ଥ ରେଳ ଷ୍ଟେସନର ବିକାଶ ସହିତ ଏହାର ଆଖପାଖ...