ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମିକୁ ଦେଶର ଶ୍ରେଷ୍ଠ ପୋଲିସ୍ ତାଲିମ କେନ୍ଦ୍ର ପୁରସ୍କାର ପ୍ରଦାନ
ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ପୋଲିସ୍ ତାଲିମ କେନ୍ଦ୍ର ପୁରସ୍କାର ପାଇଲେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମି । ବିପିଏସ୍ପିଏକୁ ଏହି ସମ୍ବର୍ଦ୍ଧନା ମିଳିଛି | ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ୟୁରୋ ଅଫ୍ ପୋଲିସ୍...