ନକଲି ସାର୍ଟିଫିକେଟ ଦେଖାଇ କରିଥିଲେ ଚାକିରି, ଜଣାପଡିବା ପରେ ୩କର୍ମଚାରି ବହିଷ୍କୃତ
କେନ୍ଦ୍ରାପଡା: ନକଲି ଯୋଗ୍ୟତାରେ ମିଳିଛି ଚାକିରି । ଯୋଗ୍ୟତା ନଥାଇ ନକଲି ସାର୍ଟିଫିକେଟ ଦେଖାଇ କରିଛନ୍ତି ଚାକିରି । କେନ୍ଦ୍ରାପଡାରେ ୩ଜଣ ଡାକ ଦେବକଙ୍କୁ ବହିଷ୍କୃତ କରାଯାଇଛି । ନକଲି ସାର୍ଟିଫିକେଟ ଦେଇ କେନ୍ଦ୍ରାପଡା...