ଓଡିଶାଶିକ୍ଷାଶିଶୁ ମନ୍ଦିରରେ ସାମୁହିକ ଭାବେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛିmahabharatanewsFebruary 15, 2023 by mahabharatanewsFebruary 15, 20230161 କଳାହାଣ୍ଡି/ଗୋଲାପ ସାହୁ : ଜୟପାଟଣା ଶିଶୁ ମନ୍ଦିର ରେ ସାମୁହିକ ଭାବେ ମାତୃପିତୃ ପୂଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ଜୟପାଟଣା ଅଶାରାମଜି ଆଶ୍ରମ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ଶିଶୁ ମନ୍ଦିର ର...