ବିଶେଷବିଶ୍ୱରାଣୀ ଏଲିଜାବେଥ କରୁଥିଲେ ୧୫ ଦେଶରେ ରାଜ୍mahabharatanewsSeptember 9, 2022 by mahabharatanewsSeptember 9, 20220136 ବିଟ୍ରେନର ରାଣୀ ଏଲିଜାବେଥକଙ୍କ ପରୋଲୋକ ଘଟଛି। ସ୍କଟଲ୍ୟାଣ୍ଡର ବାଲାମୋରାଲରେ ୯୬ ବର୍ଷିୟା ରାଣୀ ଏଲିଜା ଚିରଦିନ ପାଇଁ ଆଖିବୁଜିଲେ । ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ...