ଓଡିଶାଦେଶ ବିଦେଶଵାଣିଜ୍ୟଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ସୁନା ଏବଂ ରୁପାର ମୂଲ୍ୟmahabharatanewsJanuary 29, 2026 by mahabharatanewsJanuary 29, 2026022 ସୁନା ଏବଂ ରୁପାର ମୂଲ୍ୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ସୁନା ଭରି ଏବେ ଦୁଇ ଲକ୍ଷ ମୁହାଁ ହୋଇଥିବା ବେଳେ, ୪ ଲକ୍ଷ ପାର ହୋଇଛି ରୁପା । ସୁନା...
ଓଡିଶାଵାଣିଜ୍ୟସ୍ଥିର ରହୁନି ସୁନାରୁପା ଦର, ପୁଣି ମହଙ୍ଗା ହେଲା ରୁପାmahabharatanewsJanuary 4, 2026 by mahabharatanewsJanuary 4, 2026019 ସୁନାରୁପା ଦରରେ ଲାଗୁନି ବ୍ରେକ । ଲଗାତାର ଭାବେ ଉଭୟ ସୁନା ଓ ରୁପାର ଦାମ ବଢିଚାଲିଛି । ରାଜ୍ୟରେ ମଧ୍ୟ ସୁନା ଓ ରୁପାର ଦାମ ଆକାଶଛୁଆଁ ହୋଇଛି । ଯାହାଫଳରେ ଗରିବ...
ଓଡିଶାଵାଣିଜ୍ୟସୁନା ରୂପା ଦରରେ ଲାଗୁନି ବ୍ରେକ୍mahabharatanewsDecember 30, 2025 by mahabharatanewsDecember 30, 2025023 ଅଢେଇ ଲକ୍ଷ ଟଙ୍କା ଟପିଲାଣି ରୁପା । ଭୁବନେଶ୍ବରରେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ରହିଛି ରୁପା କେଜି । ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ରେକର୍ଡ ୨୦ ହଜାର ଟଙ୍କା...
ଓଡିଶାଵାଣିଜ୍ୟଏବେ ରୁପା ଦର ହୁ ହୁ ହୋଇ ବଢ଼ୁଛିmahabharatanewsDecember 27, 2025 by mahabharatanewsDecember 27, 2025020 ନୂଆବର୍ଷ ପୂର୍ବରୁ ପୁଣି ଚମକିଲାଣି ରୁପା । ଏବେ ପାଉଁଜି, ଗହଣା, ମୂର୍ତ୍ତି କିଣିବା ହେବ ମହଙ୍ଗା । ଅଢେଇ ଲକ୍ଷ ଟଙ୍କା ଟପିଲା ରୁପା । ସୁନା ପରେ ଏବେ ବଢ଼ିଲା ରୁପାର...