ଓଡିଶାସୁକିନ୍ଦାରେ ସର୍ଦ୍ଦାର ପଟେଲଙ୍କ ପାଇଁ ଏକତା ପଦଯାତ୍ରାmahabharatanewsNovember 20, 2025 by mahabharatanewsNovember 20, 2025010 ଇଂରେଜମାନେ ଦେଶଛାଡି ଯିବା ସମୟରେ ଖଣ୍ଡବିଖଣ୍ଡିତ କରି ଯାଇଥିବା ଭାରତକୁ ଏକାଠି କରି ଏକସୂତ୍ରରେ ବାନ୍ଧି ରଖିଥିବା ଭାରତର ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ସାରା ଭାରତରେ ପାଳନ କରାଯାଉଛି...