ଯୁଦ୍ଧ ବେଳେ ସ୍ତ୍ରୀଙ୍କ ସହ ଫଟୋସୁଟ୍ କଲେ ରାଷ୍ଟ୍ରପତି ଜେଲେନ୍ସ୍କି;ଯାହାକୁ ନେଇ ଟ୍ରୋଲ୍ କରୁଛନ୍ତି ଲୋକେ
ରୁଷ୍: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଜାରି ଯୁଦ୍ଧ ଭିତରେ ରାଷ୍ଟ୍ରପତି ଜେଲେନ୍ସ୍କି ବେଶ୍ ପ୍ରଶଂସା ସାଉଣ୍ଟିଥିଲେ। ଖରାପ ସ୍ଥିତିରେ ସେ ଦେଶର ସାଥ୍ ଛାଡ଼ିନଥିଲେ। ଏଣୁ ମିଡିଆ ତାଙ୍କୁ ହିରୋ ବନାଇ ଦେଇଥିଲା।...