ଖେଳଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାରmahabharatanewsAugust 28, 2023 by mahabharatanewsAugust 28, 2023087 ଅନ୍ତର୍ଜାତୀୟ ଟେନିସ ତାରକା ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର । ୨୦୨୩ ବର୍ଷ ପାଇଁ ୩୧ତମ ଏକଲବ୍ୟ ପୁରସ୍କାର ପାଇବେ ଦେବାଶିଷ । ଇଣ୍ଡିଆନ ମେଟାଲସ୍ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଏହି ଘୋଷଣା...