(ଦୀପକ ମିଶ୍ର, ଉଦଳା): କରନା ଭାଇରସର ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥରୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳା, ପେଡ଼ାଗଡ଼ି ଅଞ୍ଚଳର ସମାଜସେବୀ ଅନୁପ କୁମାର ରାଉତ ! କପ୍ତିପଦା ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ନିକଟରେ ପହଁଚି ୫ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ ! ଏବେ ସାରା ଦେଶରେ ଲକଡାଉନ ଚାଲିଥିଲା ବେଳେ ସାଧାରଣ ଦିନ ମଜୁରିଆ ଭୋକ ଓପାସରେ ଦିନ କାଟୁଛନ୍ତି, ଏବଂ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ । ଏଥିପାଇଁ ମୁଁ ମୋର ସଞ୍ଚିତ ଅର୍ଥରୁ କିଛି ଦାନ କରି କରିଛି ବୋଲି ପ୍ରକାଶ କରିବା କରିଛନ୍ତି ।
