ସ୍ୱାସ୍ଥ୍ୟ

ଥକାପଣ ଦୂର କରେ ଏହି ଅଭ୍ୟାସ 

ବ୍ୟସ୍ତ ବହୁଳ ଜୀବନ ଭିତରେ ଆଜି କାଲି ସମସ୍ତେ ଥକିଯାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି  ଶରୀରରେ ହିମୋଗ୍ଲୋବିନ୍ କମିବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ହାଲିଆ ଲାଗିଥାଏ, ଭୋଗ କମ୍ ଲାଗିବା ସହ ଅଧିକାଶଂ ସମୟରେ କିଛି କାମ କରିବା ପାଇଁ ମଧ୍ୟ ଇଛା ହୋଇ ନଥାଏ ।

ତେବେ ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆପଣଙ୍କୁ ଏମିତି ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କୁ ସକାଳୁ-ରାତି ଯାଏ ହିମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରିବ ।

୧. ପ୍ରତିଦିନ ଅଙ୍ଗୁର, ନାସପାତି, ନଡ଼ିଆ ପାଣି, ପାଳଙ୍ଗ ଶାଗ, ଜାମୁକୋଳି, ଗୁଡ଼, ଛେନା ଆଜି ଖାଆନ୍ତୁ, ମିଲେଟ୍, କିସମିସ୍, ଖାଇବା ଦ୍ୱାରା ହିମୋଗ୍ଲୋବିନ୍ ବଢିଥାଏ ।

୨. ପ୍ରତ୍ୟେକ ଦିନ ୫ରୁ ୬ଟି ତୁଳସୀ ପତ୍ର ଖାଆନ୍ତୁ । ନଚେତ୍ ଚା’ରେ ମଧ୍ୟ ତୁଳସୀ ପତ୍ର ପକାଇ ପିଇପାରିବେ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଶରୀରେ ହିମୋଗ୍ଲୋବିନ୍ ପରିମାଣ ମଧ୍ୟ ବଢାଇଥାଏ ।

୩. ପିଜୁଳି ଖାଇଲେ ମଧ୍ୟ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ । ।

Related posts

ଡେଙ୍ଗୁ ଆତଙ୍କ : ମଶାକୁ ଦୁରେଇ ରଖିବା ପାଇଁ ଲଗାନ୍ତୁ ଏହି ଗଛ  

mahabharatanews

ଏହି ପାଞ୍ଚଟି ବସ୍ତୁ ଘର ପାଇଁ ଅଶୁଭ

mahabharatanews

ଦେଶରେ କମୁଥିବା ବେଳେ ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews