ଓଡିଶା

ପାକ ଆକାଶ ପଥ ବ୍ୟବହାର ନ କରିବାକୁ ଆମେରିକାର ନିର୍ଦ୍ଦେଶ

ୱାସିଂଟନ: ପାକିସ୍ତାନ ଆକାଶ ପଥ ଦେଇ ଆମେରିକା ବିମାନ ଉଡାଣ ନ ଭରିବାକୁ ସତର୍କ ସୂଚନା ଜାରି କରିଛି ଅ।ମେରିକା । କୌଣସି ପରିସ୍ଥିତିରେ ମଧ୍ୟ ପାକ୍ ଏୟାର ସ୍ପେସ୍ ବ୍ୟବହାର ନକରିବାକୁ ଅ।ମେରିକାର ବିମାନ କମ୍ପାନୀଗୁଡିକୁ ସରକାର ଜଣାଇ ଦେଇଛନ୍ତି । କାରଣ ଅ ।ମେରିକୀୟ ବିମାନ ଉପରେ ଅ।ତଙ୍କବାଦୀ ଅ।କ୍ରମଣ ହେବାର ସମ୍ଭାବନା ରହିଛି ।

ଦୁଇ ଦିନ ତଳେ ଇରାକର ରାଜଧାନୀ ବାଗଦାଦରେ ବିକ୍ଷୋଭକାରୀମାନେ ସେଠାରେ ଥିବା ଅ।ମେରିକୀୟ ଦୂତାବାସ ଉପରେ ଅ।କ୍ରମଣ କରିବା ପରେ ଏଭଲି ନିଷ୍ପତି ନେଇଛି ଟ୍ରମ୍ପ ପ୍ରଶାସନ ।

Related posts

କେନ୍ଦୁଝର ବିଜେଡିର ଜମସମାବେଶ

mahabharatanews

ହି ଦିନଠାରୁ ଖୋଲିବ ଲୋକ ଭବନ , ଜାଣନ୍ତୁ କପରି ଫ୍ରିରେ ସୁନ୍ଦର ପରିବେଶକୁ ଉପଭୋକ କରିବେ

mahabharatanews

ପ୍ରମାଣ ଅଭାବରୁ ଗଣଦୁଷ୍କର୍ମକାରୀଙ୍କୁ ଦୋଷମୁକ୍ତ

mahabharatanews