ଓଡିଶା

ରାଜ୍ୟରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା

ରାଜ୍ୟରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା. ରାଜ୍ୟରେ ବର୍ତ୍ତମାନ ୨୧୯୩ ଟି କୁମ୍ଭୀର ରହିଛନ୍ତି ଯାହାକି ଗତବର୍ଷ ତୁଳନାରେ ୪.୫୪ ପ୍ରତିଶତ ବୃଦ୍ଧି ହୋଇଛି. ସାତକୋଶିଆ ଏବଂ ଟିକରପଡା ଠାରେ ୬୫ ସଂଖ୍ୟକ କୁମ୍ଭୀର ଏବଂ ୨୨ ଗୋଟି ଶାବକ ଅଛନ୍ତି. ଚଳିତ ବର୍ଷ (୨୦୨୫-୨୬) ଗଣନା ଅନୁଯାୟୀ ରାଜ୍ୟରେ ୨୪,୯୦,୯୮୬ ସଂଖ୍ୟକ ପକ୍ଷୀ ମାନଙ୍କର ଆଗମନ ହୋଇଅଛି.

ଚଳିତ ବର୍ଷ ଗଣନାରେ କୌଣସି ବିରଳ ପ୍ରଜାତିର ନୂଆ ପକ୍ଷୀଙ୍କର ଚିହ୍ନଟ ହୋଇନାହିଁ . କିନ୍ତୁ ଚିଲିକାରେ ୨ ଗୋଟି ନୂତନ ପକ୍ଷୀ ଏବଂ ହୀରାକୁଦ ଜଳଭଣ୍ଡାରରେ ୫ ଗୋଟି ନୂତନ ପକ୍ଷୀର ଚିହ୍ନଟ ହୋଇଅଛି. ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ.

Related posts

କରୋନା ସତର୍କତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ

mahabharatanews

ଘନ କୁହୁଡ଼ି ଆଶଙ୍କା : ୟେଲୋ ଆଲର୍ଟ ଜାରି

mahabharatanews

ଚଣ୍ଡିଖୋଲ NH-53 ରେ ଅଘଟଣ

mahabharatanews