Uncategorized

୫ ଛାତ୍ର ସମେତ ୬ ନିଖୋଜ

ଝାନ୍ସି: ଝାନ୍ସି ଥ।ନା ସିପରୀ ବଜାର ଅଞ୍ଚଳରେ ୫ ଜଣ ଛାତ୍ରଙ୍କ ସମେତ ୬ ଜଣ ଯୁବକ ନିଖୋଜ ହେବାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ସିପରି ଥାନାରେ ଏଥିନେଇ ଆଜି ଆଭିଯୋଗ ଦାୟର ହୋଇଛି । ଏହାପରେ ପୁଲିସ ନିଖୋଜଙ୍କୁ ଖୋଜିବା ଆରମ୍ଭ କରିଛି । ଥାନା ସିପରି ବଜାରର ମିଶନ ନିବାସୀ ପଲିଟେକ୍ନିକର ଛାତ୍ର ଉଦିତ, ବିଏ ଦ୍ୱିତୀୟ ବର୍ଷର ଛାତ୍ର ଅଜୟ, ବିଏସସି ଛାତ୍ର ଅଭୟ, ଛାତ୍ର ରାଜ ଗୁପ୍ତା, ଛାତ୍ର ରାମ ଅବତାର ଗୁର୍ଜର ଓ ଅନ୍ୟ ଜଣେ ଯୁବକ ଅଙ୍କିତ ନିଖୋଜ ହୋଇଯାଇଛନ୍ତି । ପୁଲିସ ନିଖୋଜଙ୍କୁ ଖୋଜିବାକୁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି ।

Related posts

ନର୍ସିଂହୋମରେ ଅଗ୍ନିକାଣ୍ଡ

mahabharatanews

ୱାଇ. ବି ଖୁରାନିଆ ହୋଇପାରନ୍ତି ପରବର୍ତ୍ତୀ ଡିଜିପି !

mahabharatanews

ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews