Uncategorizedବାରହା ଆକ୍ରମଣରେ ୫ ଗ୍ରାମବାସୀ ଆହତ, ୨ ଗୁରୁତରmahabharatanewsSeptember 18, 2026September 18, 2026 by mahabharatanewsSeptember 18, 2026September 18, 2026048 ପୁରୀ ଜିଲ୍ଲା ଧରଣୀକୁଦି ଗାଁରେ ଜଙ୍ଗଲୀ ବାରହା ଆକ୍ରମଣରେ ୫ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା...
Uncategorizedବିହାର ବନ୍ୟା ପରିସ୍ଥିତି ଆହୁରି ଖରାପmahabharatanewsSeptember 12, 2026 by mahabharatanewsSeptember 12, 2026017 ବିହାରରେ ବନ୍ୟା ପରିସ୍ଥିତି ଗୁରୁତର ହୋଇଛି, ୧୫ଟି ଜିଲ୍ଲାରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ପ୍ରାୟ ୪୮.୨୨ ଲକ୍ଷକୁ ବୃଦ୍ଧି ପାଇଛି, ଯେତେବେଳେ ଗଙ୍ଗା ସମେତ ଅନେକ ନଦୀ ବିପଦ ସ୍ତର ଉପରେ ପ୍ରବାହିତ ହେଉଛି।...
Uncategorizedବିଳମ୍ବରେ ଖାଉଥିଲେ ହେଇଯାନ୍ତୁ ସାବଧାନmahabharatanewsSeptember 12, 2026 by mahabharatanewsSeptember 12, 2026012 ମସ୍ତଙ୍କ ଖାଦ୍ୟରେ ଏବେ ବହୁ ପରିମାଣରେ ପରିବର୍ତ୍ତନ ଦେଥିବାକୁ ମିଳୁଛି । ପୂର୍ବ ଅପେକ୍ଷା ବିଳମ୍ବ ରାତିରେ ଖାଇବା ଖାଉଛନ୍ତି । ଏହା ଆକଶ୍ମିକ ଅଭ୍ୟସ ହୋଇ ରହିନାହିଁ ବରଂ ଦୈନନ୍ଦିନ ଜୀବନ ଶୈଳୀରେ...
Uncategorizedସ୍ୱାସ୍ଥ୍ୟହଳଦୀ ଖିରର ଉପକାରିତାmahabharatanewsSeptember 12, 2026September 12, 2026 by mahabharatanewsSeptember 12, 2026September 12, 2026025 ଭାରତୀୟ ଘରେ ହଳଦୀ କେବଳ ରୋଷେଇର ଏକ ମସଲା ନୁହେଁ, ଏହାକୁ ଘରୋଇ ଉପଚାରରେ ମଧ୍ୟ ବ୍ୟବହାର କରାଯାଏ। ହଳଦୀକୁ କ୍ଷୀରରେ ମିଶାଇ ପିଇବାର ପରମ୍ପରା ମଧ୍ୟ ଅନେକ ପୁରୁଣା। ବିଶେଷକରି ରାତିରେ ଶୋଇବା...
Uncategorizedଭାରତସମୁଦ୍ର ପାଣିରୁ ବାହାରିବ ମିଠା ପାଣିmahabharatanewsSeptember 12, 2026September 12, 2026 by mahabharatanewsSeptember 12, 2026September 12, 2026029 ମୁମ୍ବାଇ ସମୁଦ୍ର ପାଣିରୁ ବାହାରିବ ମିଠା ପାଣି । ମୁମ୍ବାଇ ଜଳର ଚାହିଦା ବଢିଥିବାରୁ ଏବେ ସମୁଦ୍ର ପାଣିକୁ ବ୍ୟବହାର କରିବା ପାଇଁ ଯୋଜନା ଚାଲିଛି । ୨୦୦୯ ମସିହାରେ ମୁମ୍ବାଇରେ ଦେଖାଯାଇଥିବା ପ୍ରବଳ...
Uncategorizedବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲାmahabharatanewsSeptember 8, 2026 by mahabharatanewsSeptember 8, 2026016 ମିସ୍ ୱାର୍ଲ୍ଡ 2026 ଭିଏତନାମରେ ଶେଷ ହୋଇଛି, ଡୋମିନିକାନ୍ ରିପବ୍ଲିକର ଜୋହେରି ମୋଲା ବିଜେତା ଭାବରେ ଉଭା ହୋଇଛନ୍ତି। ଥାଇଲ୍ୟାଣ୍ଡର ରାଜତ୍ୱ କରୁଥିବା ମିସ୍ ୱାର୍ଲ୍ଡ ଓପାଲ ସୁଚାତା ଚୁଆଙ୍ଗସ୍ରି ତାଙ୍କ ଉତ୍ତରାଧିକାରୀଙ୍କୁ ମୁକୁଟ...
Uncategorizedମହିଳାଙ୍କୁ ମିଳିବ ସୁନା କଏନmahabharatanewsAugust 5, 2026 by mahabharatanewsAugust 5, 2026050 ତାମିଲନାଡୁର ଅର୍ଥମନ୍ତ୍ରୀ ମ୍ୟାରି ୱିଲସନ୍ ତାମିଲନାଡୁ ବିଧାନସଭାରେ ତାମିଲଗା ଭେଟ୍ରି କାଝାଗମ ସରକାରଙ୍କ 2026-27 ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ ସେ ମହିଳାଙ୍କ ବିବାହ ସମୟରେ 8 ଗ୍ରାମ...
Uncategorizedଉଦଯାପିତ ହେଲା ‘ଉଦୀୟମାନ’ର ସପ୍ତାହ ବ୍ୟାପୀ ବନ ମହୋତ୍ସବmahabharatanewsJuly 8, 2026 by mahabharatanewsJuly 8, 2026032 ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଦୀୟମାନ’ ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ବନ ମହୋତ୍ସବ କାର୍ଯ୍ୟକ୍ରମ ଆଜି ଧାନମଣ୍ଡଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ‘ଉଦୀୟମାନ ସବୁଜ ବାହିନୀ’...
Uncategorizedହୁତୁହୁତୁ ହୋଇ ଜଳିଗଲା କବାଡି ଗୋଦାମ, ଯାତାୟାତ ବାଧାପ୍ରାପ୍ତmahabharatanewsJuly 8, 2026 by mahabharatanewsJuly 8, 2026053 ପୁରୀ : ପୁରୀ-ବ୍ରହ୍ମଗିରି ରାସ୍ତାରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କବାଡି ଗୋଦାମ, ଯାତାୟାତ ବାଧାପ୍ରାପ୍ତ। ପୁରୀ-ବ୍ରହ୍ମଗିରି ରାସ୍ତାର ମଙ୍ଗଳାଘାଟ ବ୍ରିଜ୍ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ...
Uncategorizedଓଡିଶାଆସନ୍ତା ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ! ବଢ଼ିପାରେ ବର୍ଷାର ପ୍ରଭାବmahabharatanewsJune 30, 2026June 30, 2026 by mahabharatanewsJune 30, 2026June 30, 2026035 ଭୁବନେଶ୍ୱର: ଓଡ଼ିଶାରେ ପୁଣି ବର୍ଷାର ପ୍ରଭାବ ବଢ଼ିପାରେ। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ...