ଓଡିଶା

ଆଠଗଡ ମେଡିକାଲ ପରିସରରେ ଆହାର କେନ୍ଦ୍ର ଉଦ୍ଘାଟିତ

ଆଠଗଡ: ଆଠଗଡ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରର ନୂତନ ଗୃହ ଉତ୍ଘାଟ କରାଯାଇଛି । ଏହି ଆହର କେନ୍ଦ୍ର ଉଦ୍ଘାଟନ ପାଇଁ ଏକ ଉଦ୍ଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି । ଏହା ପରେ ମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହ ମିଶି ଆହାରର କେନ୍ଦ୍ରରେ ଭୋଜନ ଗ୍ରହଣ କରିଥିଲେ । ଏହି ଅବସରରେ ଅ।।ଠଗଡ ଶିଳ୍ପାଞ୍ଚଳରେ ଆଉ ଏକ ଆହାର କେନ୍ଦ୍ର ଖେଲିବା ପାଇଁ ସେ ସରକାରକୁ ପ୍ରସ୍ତାବ ଦେବାକୁ ସ୍ଥାନୀୟ ଲୋକଙ୍କୁ ପ୍ରତିଶୁ୍୍ରତି ଦେଇଛନ୍ତି ।

Related posts

୨୪ ଘଣ୍ଟାରେ ୩୨୩୫ କରୋନା ପଜିଟିଭ ଚିହ୍ନଟ

mahabharatanews

ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଲେ ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ

mahabharatanews

୧୦ ଲକ୍ଷ ଟଙ୍କାର ଦାମୀ ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ

mahabharatanews