ଅପରାଧ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁ କରୁ ଭିଜିଲାନ୍ସ ଜାଲରେ ଓସିସିଏଲ୍ର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ । ଆଜି ସକାଳୁ ସକାଳୁ ରଞ୍ଜନଙ୍କ ସମ୍ବଲପୁର ଚୈତନ୍ୟ ନଗରସ୍ଥିତ ବାସଭବନରେ ଚଢାଉ କରାଯାଇଛି । ରଞ୍ଜନ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ନେଇ ପୂର୍ବରୁ ଅଭିଯୋଗ ଥିଲା । ଭିଜିଲାନ୍ସ ଟିମ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଗୋଟିଏ ୫୦୦ ଟଙ୍କିଆ ବଣ୍ଡଲ ଟଙ୍କା ଜବତ କରିଛି। ଏହି ଟଙ୍କା ବଣ୍ଡଲରେ ସିଲ୍ ଖୋଲା ଯାଇନଥିବା ଜଣାପଡ଼ିଛି।
କିନ୍ତୁ ରଞ୍ଜନ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଯେଉଁ ୫୦୦ ଟଙ୍କିଆ ବଣ୍ଡଲ ଭିଜିଲାନ୍ସ ଜବତ କରିଛି ତାହା ଘର କାମ ପାଇଁ ରଖିଥିଲି । ମୋର ନିଜର ବହୁ ସମ୍ପତ୍ତି ପାଡି ରହିଛି ।

 

Related posts

ବ୍ୟାପକ କଫସିରଫ ସହ ବସ ଜବତ, ୩ ଗିରଫ

mahabharatanews

ପାର୍ବଣ ଭଣ୍ଡୁର ପାଇଁ ଆତଙ୍କୀ ମସୁଧା ପଣ୍ଡ

mahabharatanews

ସାମାନ୍ୟ ବଚସାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

mahabharatanews