ଓଡିଶା

ଉଗ୍ରତରା ସରକାରୀ ଉ.ପ୍ରା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉଗ୍ରତରା ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। କୁନି କୁନି ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ତଥା ବୈଜ୍ଞାନିକ ଗୁଣକୁ ବିକାଶ କରିବା ଦିଗ ରେ ସହାୟକ ହୋଇଥାଏ। ଉକ୍ତ ମେଳା ଉଦେଶ୍ୟ ହେଉଛି ଶ୍ରେଣୀ ଗୃହ ରୁ ବିଜ୍ଞାନ ଘର ପର୍ଯ୍ୟନ୍ତ ଏହା ଲମ୍ବା ରାସ୍ତା ରହିଛି ବୋଲି ସହକାରୀ ଶିକ୍ଷକ ମାନସ କୁମାର ପାଢ଼ୀ ମତପ୍ରକାଶ କରିଛନ୍ତି।ଏହି ବିଜ୍ଞାନ ମେଳା ର ମୁଖ୍ୟ ଅତିଥି ଭାବେ ଦୋଳମଣ୍ଡପ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଦାସ, ବାଲିପାଟଣା କ୍ଲଷ୍ଟର ସିଆରସିସି ପ୍ରେମାରାଣୀ ମୁଦୁଲି ଯୋଗ ଦେଇ ଚତୁର୍ଥ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆୟୋଜନ ହୋଇଥିବା ବିଜ୍ଞାନ ମେଳା ର ୨୫ ଟି ପ୍ରକଳ୍ପ ଗୁଡ଼ିକୁ ଅନୁଧ୍ୟାନ କରିଥିଲେ।

Related posts

ରଥରେ ଲାଗୁଛି ଓଲଟ ଶୁଆ

mahabharatanews

ଯୁକ୍ତ ଦୁଇ ପରୀକ୍ଷା: ଲାଗିବ ସିସିଟିଭି ସହ ଲାଇଭ୍ ଷ୍ଟ୍ରିମିଂ

mahabharatanews

ସ୍ବଳ୍ପ ସଞ୍ଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଶିବିର

mahabharatanews