ଓଡିଶାରାଜନୀତି

ଓଜନ ମାପରେ ଠକୁଛନ୍ତି ପେଟ୍ରୋଲ ପମ୍ପ ଓ ସୁନା ଦୋକାନୀ

ଓଜନ ମାପରେ ଠକୁଛନ୍ତି ପେଟ୍ରୋଲ ପମ୍ପ ଓ ସୁନା ଦୋକାନୀ । ତିନି ବର୍ଷରେ ସାମ୍ନାକୁ ଆସିଲାଣି ୧୦୯ ଗୋଟି କେସ। ୧୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମନା ଆଦାୟ ହୋଇଛି । ୮୦୬୫ ଚଢ଼ାଉରୁ ୧୦୯ଟି କେସ ସାମ୍ନାକୁ ଆସିଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେହିପରି ଓଜନ ମାପ ରେ ବି ଠକୁଛନ୍ତି ସୁନା ଦୋକାନୀ । ତିନି ବର୍ଷ ରେ ୮୦୬୫ ଚଢ଼ାଉ ରୁ ୧୬ ଟି କେସ ସାମ୍ନାକୁ ଆସିଛି । ଅଢେ଼ଇ ଲକ୍ଷ ରୁ ଅଧିକ ଟଙ୍କା ର ଆର୍ଥିକ ଜରିମନା ଆଦାୟ ହୋଇଛି ।

Related posts

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…

mahabharatanews

ଡଙ୍ଗାରେ ଆସି ପହଞ୍ଚିଲେ ୧୬ ମତ୍ସଜୀବୀ

mahabharatanews

ଆର୍ମି ହସ୍ପିଟାଲରେ ୨୪ ଜଣ କରୋନ। ଆକ୍ରାନ୍ତ

mahabharatanews