ଓଡିଶା

କରୋନା ପାଇଁ ପୂଜାର୍ଚ୍ଚନା

ମାଲକାନଗିରି: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କୁ ୨୨/ତାରିଖ ରବିବାର ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଥିଲେ । ଏହାକୁ ସମର୍ଥନ ଜଣାଇ ଦେଶର କଲ୍ୟାଣ ପାଇଁ, ରାଜ୍ୟର କଲ୍ୟାଣ ପାଇଁ ଏବଂ ଜିଲ୍ଲାବାସୀଙ୍କ କଲ୍ୟାଣ ପାଇଁ ଦେବଦେବ ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଏମଭି-୧୬ ଗ୍ରାମରେ ଦେଖିବାକୁ ମିଳିଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ବାର୍ତ୍ତା ପ୍ରଦାନ କରିଥିଲେ ସନ୍ଧ୍ୟା ୫ ଟା ସମୟରେ ସେହି ଅନୁଯାୟୀ ଘଣ୍ଟ, ଶଙ୍ଖ ବଜାଇ ଗ୍ରାମବାସୀ ସମର୍ଥନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

Related posts

ଶରତପାଳ ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି

mahabharatanews

ରାଜ୍ୟରେ ଆଉ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

mahabharatanews

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର, ଗାଈଗୋରୁ ଜୀବନ୍ତ ଦଗ୍ଧ

mahabharatanews