Uncategorized

କରୋନା ସଂକ୍ରମଣ ନ ହେବା ପାଇଁ କିଛି ସତର୍କତା

(ମହାଭାରତ): ମାରାତ୍ମକ କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ ଧୀରେ ଧୀରେ ବ୍ୟାପିବାର ଲାଗିଛି । କରୋନା ଚୀନରେ ତାର କାୟା ବିସ୍ତାର କରି ହଜାରରୁ ଉଦ୍ଧ୍ୱର୍ ଲୋକ ମରିବା ସହିତ ଲକ୍ଷାଧିକ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନର କରୋନାର ସ୍ଥିତି ଭୟାବହ ହେବାକୁ ଲାଗିଛି । ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ । କିପରି ଆପଣ ନିଜକୁ ବଞ୍ଚାଇ ପାରିବେ ଆମେ ଆପଣଙ୍କୁ ସେ ବିଷୟରେ କିଛି ଉପାୟ ଜଣାଇବୁ ।
ଆସନ୍ତୁ ଜାଣିବା କିଛି ଉପାୟ
• ବ୍ୟକ୍ତିଗତ ସ୍ୱଚ୍ଛତା ସବୁବେଳେ ରଖନ୍ତୁ ।
• ସାବୁନ କିମ୍ବା ପାଣିରେ ନିଜ ହାତକୁ ୨୦ସେକେଣ୍ଡରୁ ଅଧିକ ସମୟ ଧୁଅନ୍ତୁ ।
• ଆଖି,ନାକ, ମୁହଁକୁ ଛୁଇଁବା ଆଗରୁ ହାତକୁ ଭଲଭାବେ ଧୁଅନ୍ତୁ ।
• ଯେଉଁମାନେ କରୋନାରେ ଆକ୍ରାନ୍ତ,ସୋମନଙ୍କ ନିକଟ ସଂପର୍କୀୟଙ୍କ ଠାରୁ ଦୂରେଇ ରୁହନ୍ତୁ ।
• ଯଦି ଆପଣ ରୋଗାଗସ୍ତ ତେବେ ଘରେ ରୁହନ୍ତୁ । ବାହାରକୁ ଯାଆନ୍ତୁ ନାହିଁ ।
• କାଶ କିମ୍ବା ଛିଙ୍କ ହେଉଥିଲେ ନିଜ ମୁହଁଙ୍କୁ ଢାଙ୍କନ୍ତୁ । ଏପରି କରିବା ପରେ ଭଲ ଭାବେ ହାତ ଧୁଅନ୍ତୁ ।
• ସଂକ୍ରମଣରୁ ବଞ୍ôଚବା ପାଇଁ ସାର୍ବଜନ୍ଖଚ୍ଛ ସ୍ଥାନରେ ଯାତ୍ରା କରିବା ପୂର୍ବରୁ ଏନ୯୫ ମାସ୍କ ବ୍ୟବହାର କରନ୍ତୁ ।
• ବାରମ୍ବାର ଗୋଟିଏ ମାସ୍କକୁ ବ୍ୟବହାର କରନ୍ତୁ ନାହିଁ । ଅତିକମରେ ଦୁଇଥର ବ୍ୟବହାର କରନ୍ତୁ ।
• ଯଦି ଆପଣ କରୋନା ଭାଇରସ ସଂକ୍ରମଣ ହୋଇଥିବା ସନ୍ଦେହ ହେଉଛି,ତେବେ ତୁରନ୍ତ ମାସ୍କ ପିନ୍ଧନ୍ତୁ । ଏବଂ ହସପିଟାଲରେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Related posts

ଦିଲ୍ଲୀ ଅଟୋ ଭଡା ବୃଦ୍ଧି ଉପରେ ହାଇକୋର୍ଟଙ୍କ ରୋକ୍

mahabharatanews

ଦେଶରେ ୨୪ ଘଣ୍ଟାରେ ୭୫,୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

mahabharatanews

ଚୀନ ସୀମାରେ ବିବାଦ: ଜଣେ ଅଧିକାରୀଙ୍କ ସମେତ ୩ ସହିଦ

mahabharatanews

Leave a Comment