ଓଡିଶା

ଜୟପାଟଣା ପୋଲିସ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ୟ୍ୟକ୍ରମ

(କଳାହାଣ୍ଡି/ଗୋଲାପ ସାହୁ): କରୋନା ପ୍ରତିହତ ପାଇଁ ପୋଲିସ ପ୍ରଶାସନ କ ରୋନା ଯୋଦ୍ଧା ସାଜିଥିବା ବେଳେ ଲୋକଙ୍କୁ ସତର୍କ ଓ ସୁରକ୍ଷିତ ରହିବା ପାଇଁ ସଚେତନ ବି କରୁଛନ୍ତି.। ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ଙ୍କ ନେତୃତ୍ୱରେ ଜୟପାଟଣା ସହର ରେ ମାସ୍କ ବଣ୍ଟନ ଓ ସଚେତନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ଥାନା ଏସଆଇ ଲିଙ୍ଗରାଜ ସେଠି,ଜସିନ୍ଦ୍ର ପାତ୍ରଓ ଥାନା କର୍ମଚାରୀ ମାନେ ଉପସ୍ଥିତ ରହି ଲୋକଙ୍କୁ ଘରେ ରହିବା ଓ ଜରୁରୀ କାମ ରେ ବାହାର କୁ ଆସିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା କୁ ବଜାୟ ରଖିବାକୁ ସଚେତନ କରିଥିଲେ ।

Related posts

ପୋଖରୀରେ ବୁଡି ଗଲେ ଦୁଇ ସାଙ୍ଗ

mahabharatanews

ନୂଆ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିସ୍‌

mahabharatanews

ଡ୍ରଗ୍ସ ଅପରାଧକୁ ନେଇ ଏକ ସଚେତନତା ସାଇକ୍ଲୋଥନ୍ ରାଲି ଅନୁଷ୍ଠିତ

mahabharatanews