ଓଡିଶା

ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କିତ କର୍ମଶାଳା ।

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବିଜେପି ମଣ୍ଡଳ ସ୍ତରୀୟ ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କରେ ଏକ କର୍ମଶାଳା ସାଣ୍ଢରା ଗ୍ରାମ ପଞ୍ଚାୟତର ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅଳଗୁମ ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବିଜେପି ନେତା ଓମ ପ୍ରକାଶ ମିଶ୍ର ଯୋଗଦେଇ ବିଜେପି ସରକାରଙ୍କ ସମୟରେ ନିଅ ।ଯାଇଥିବା ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କରେ ବିସ୍ତୁତ ଅ ।ଲେଚନା କରିଥିଲେ । ସେହିପରି ସତ୍ୟବାଦୀରେ ବ୍ଳକରେ ·ଲିଥିବା ପ୍ରିୟାପ୍ର୍ରିତୀ ତୋଷଣ ଓ ଦୁର୍ନୀତି ସହ ବାତ୍ୟାରେ ଅନିୟମିତାତା ପ୍ରସଙ୍ଗ ଦୀପକ ଶତପଥୀ ଉଠାଇଥିଲେ । ଉପସ୍ଥିତ ଥିବା ଅଳଗୁମ ମଣ୍ଡଳର ୪୬ ଗୋଟି ବୁଥର ସଭାପତିଙ୍କ ସହିତ ମଞ୍ଜୁ ହୋତା, ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ କୁନା ନନ୍ଦ ପ୍ରମୁଖ ଏହାକୁ ସମର୍ଥନ କରିଥିଲେ । ଦୀର୍ଘ ସମୟ ଧରି ଏ ସମ୍ପର୍କରେ ଅ ।ଲେଚନା କରାଯାଇଥିଲା । ଶେଷରେ ୨୦୨୦ ଜାନୁୟାରୀ ୮ ତାରିଖ ଦିନ ସତ୍ୟବାଦୀ ମଣ୍ଡଳ ବିଜେପି ପକ୍ଷରୁ ବ୍ଳକ ଘେରାଉ କରାଯିବ ବୋଲି ବିଜେପି ନେତା ଶ୍ରୀ ମିଶ୍ର ଜଣାଇଥିଲେ ।

Related posts

ଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ପହଞ୍ଚିଲା ୧୪୩

mahabharatanews

ମହାନଦୀ କୂଳରେ ବାଲିଯାତ୍ରା

mahabharatanews

ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ଦ୍ୱିତୀୟ ଦିନରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

mahabharatanews