ଓଡିଶା

ପୁରୀରୁ ବିରଳ ପ୍ରଜାତିର ସାର୍କ ମାଛ

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ସମୁଦ୍ର ରୁ ଅବାଧରେ ଧରା ଯାଉଛି ସାର୍କ ମାଛ। ମତ୍ସ୍ୟଜୀବୀ ମାନେ ଜାଲ ରେ ଏହି ବିରଳ ମାଛକୁ ଧରୁଛନ୍ତି। ମତ୍ସ୍ୟଜୀବୀଙ୍କ ଠାରୁ ବାହାର ବ୍ୟବସାୟୀ ମାନେ ସେମାଙ୍କଠାରୁ ଅତି କମ ଦାମ ରେ କିଣି ନେଇ ବିଦେଶ କୁ ରପ୍ତାନୀ କରୁଛନ୍ତି।ଫଳରେ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ ।ଏପଟେ ଏହି ମାଛ ଧରୁଥିବା ଲୋକଙ୍କୁ ମିଳୁଛି ସାଧାରଣ ମାଛର ଦାମ।ଏଭଳି ଏକ ଦୃଶ୍ୟ ଆଜି ପୁରୀ ବେଳାଭୂମିରେ ଦେଖିବାକୁ ମିଳିଥିଲା।ସମୁଦ୍ରରୁ ଏହି ବିରଳ ପ୍ରଜାତିର ଶାର୍କ ମାଛ ଧରା ପଡ଼ିଥିଲା।ପ୍ରାୟେ ୨୦,୨୫,କିଲୋ ଓଜନ ର ଏହି ଶାର୍କ ମାଛ । ଜଣେ ସ୍ଥାନୀୟ ବ୍ୟବସାୟୀ ମାତ୍ର ତିନି ହଜାର ଟଙ୍କାରେ କିଣି ଥିବା ବେଳେ ତିରିଶି ହଜାର ଟଙ୍କାରେ ବିକ୍ରି କରି ଥାନ୍ତି।ଏଭଳି ପ୍ରତ୍ୟେକ ଦିନ ଏହି ଶାର୍କ ମାଛ ଜାଲରେ ପଡୁଥିବା ମତ୍ସ୍ୟଜୀବୀ ମାନେ କହୁଥିବା ବେଳେ ସେମାନେ ଏହାକୁ ସାଧାରଣ ମାଛ ଭାବି ବିକ୍ରି କରୁଛନ୍ତି। ଏହି ପ୍ରଜାତିର ସାର୍କ ସାଧାରଣତଃ ପୁରୀ ସମୁଦ୍ରରେ ଦେଖାଯାଇଥାନ୍ତି।ଯାହାକି ଏହି ବିରଳ ସାର୍କ ହେଉଛନ୍ତି କାରକାନୀର ପ୍ରଜାତିର । ଯାହାକି ପୁରୀ ସମୁଦ୍ର ରେ ଦେଖାଯାଆନ୍ତି। ତେବେ ଏହି ବିରଳ ସାର୍କ ମାଛ ମରା ଉପରେ ମତ୍ସ୍ୟ ବିଭାଗ ନଜର ରଖିବା ସହ ଆଗାମୀ ଦିନରେ ଏ ନେଇ କାର୍ୟ୍ୟନୁଷ୍ଠାନ ନେବା କୁ ଦାବି ହୋଇଛି କ୍ଷ

Related posts

ଉଦ୍ଘାଟନୀ ଉତ୍ସବକୁ ଯାଇ ବିଧାୟକ ହଟହଟା

mahabharatanews

ଆଇସିୟୁରେ ଭର୍ତ୍ତି ହେଲେ କମଳା ପୂଜାରୀ

mahabharatanews

ଡିଜିଟାଲରେ ସୁଧାର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

mahabharatanews