ଓଡିଶା

ମା’ଙ୍କୁ ମାଡ ମାରି ପୁଅ ଗିରଫ

କଣିହାଁ/ଜ୍ୟୋତିରଂଜନ ଧର : ମା’କୁ ମାଡ ମାରିବା ଘଟଣାରେ ପୁଅ ଗିରଫ । ସୂଚନାଅନୁଯାୟୀ, ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୁଲିସ୍ ଜଣେ ପୁଅ ତା’ମାଆକୁ ମାଡ ମାରିବା ଅଭିଯୋଗରେ ସମଲ ପୁଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମଲ ଥାନା ବିକ୍ସର ଗ୍ରାମର ନବୀନନଗରରେ ରହୁଥିବା ମୋହିନୀ ପ୍ରଧାନଙ୍କ ଅଭିଯୋଗକ୍ରମେ ଗତକାଲି ତାଙ୍କ ପୁଅ ବୁଦ୍ଧିଆ ପ୍ରଧାନକୁ ପୋଲିସ ଗିରଫ କରିଥିଲା । ବାରମ୍ବାର ତାଙ୍କ ମା’ଙ୍କୁ ମାରଧର କରୁଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Related posts

ଆଜି ସୁସ୍ଥ ହେଲେ ଆଉ ୭୨ କରୋନା ସଂକ୍ରମିତ

mahabharatanews

କୋଭିଡ-୧୯ ସଚେତନତା ବୈଠକ

mahabharatanews

ଡେଙ୍ଗୁ ପାଇଁ ସତର୍କତା ଅବଲମ୍ବନ କରିବାକୁ ବିଏମ୍ସିର ପରାମର୍ଶ

mahabharatanews