ଓଡିଶା

ମା’ଙ୍କୁ ମାଡ ମାରି ପୁଅ ଗିରଫ

କଣିହାଁ/ଜ୍ୟୋତିରଂଜନ ଧର : ମା’କୁ ମାଡ ମାରିବା ଘଟଣାରେ ପୁଅ ଗିରଫ । ସୂଚନାଅନୁଯାୟୀ, ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୁଲିସ୍ ଜଣେ ପୁଅ ତା’ମାଆକୁ ମାଡ ମାରିବା ଅଭିଯୋଗରେ ସମଲ ପୁଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମଲ ଥାନା ବିକ୍ସର ଗ୍ରାମର ନବୀନନଗରରେ ରହୁଥିବା ମୋହିନୀ ପ୍ରଧାନଙ୍କ ଅଭିଯୋଗକ୍ରମେ ଗତକାଲି ତାଙ୍କ ପୁଅ ବୁଦ୍ଧିଆ ପ୍ରଧାନକୁ ପୋଲିସ ଗିରଫ କରିଥିଲା । ବାରମ୍ବାର ତାଙ୍କ ମା’ଙ୍କୁ ମାରଧର କରୁଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Related posts

ଶ୍ରୀମନ୍ଦିର ଭିତର ଫୋଟୋ ଭାଇରାଲ: ଥାନାରେ ଏତଲା

mahabharatanews

ତୈଳ ଟାଙ୍କିରେ ଦସ୍ତଖତ ଅଭିଯାନ କଲା କଂଗ୍ରେସ

mahabharatanews

ଓଡ଼ିଶା ମିଲେଟ ମିସନକୁ ଗ୍ଲୋବାଲ ମଡେଲ୍‌ ପୁରସ୍କାର

mahabharatanews