ଓଡିଶା

 ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ୫ଟା ୩୦ ମିନିଟରେ କ୍ୟାବିନେଟ୍ ବୈଠକ ବସିବ । ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ । ଭୁବନେଶ୍ୱରରେ ଉପସ୍ଥିତ ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଓ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ସେମାନଙ୍କ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଭିଡିଓ କନଫେରେନ୍ସରେ ବୈଠକରେ ସାମିଲ ହେବେ । ଆଜିର ଏହି କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ଆଗତ ହେବାର ସମ୍ଭାବନା ରହିଛି । କ୍ୟାବିନେଟ୍ ରେ ସମବାୟ ବିଭାଗ ପକ୍ଷରୁ ପ୍ରସ୍ତାବିତ ଓଏପିଏମ୍ ଅଧ୍ୟାଦେଶ ପ୍ରସ୍ତାବ ତୃତୀୟ ଥର ପାଇଁ ଆସିବାକୁ ଯାଉଛି ।

 

Related posts

୧୩ ଜଣ ସଂକ୍ରମିତ ରାଜଧାନୀରୁ ଚିହ୍ନଟ

mahabharatanews

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ମୋସଭର୍ୟା ଠିକାସଂସ୍ଥାର ମନମାନି, ସ୍ଥାନୀୟ ଯୁବକଙ୍କୁ ମିଳୁନି ନିଯୁକ୍ତି

mahabharatanews