Uncategorized

ସାମନ୍ଥାଙ୍କ ସହ ରୋମାନ୍ସ କରିବେ ଜୁନିଅର ଏନ୍ଟିଅ।ର

(ମହାଭାରତ): ପୁଣି ଏକାଠି ନଜର ଅ।ସିବେ ସାମନ୍ଥା ଏବଂ ଜୁନିଅର ଏନ୍ଟିଅ ।ର । ଜୁନିଅର ଏନ୍ଟିଅ।ର ଏବେ ଭର୍ସାଟାଇଲ ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସଙ୍କ ସହିତ ୩୦ତମ ଫିଲ୍ମ କରିବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ଏହି ଫିଲ୍ମର ନାମ ଚୟନ କରାଯାଇନାହିଁ । କିନ୍ତୁ ଫିଲ୍ମଟି ଅ ।ସନ୍ତା ମଇ ମାସରୁ ଅ ।ରମ୍ଭ ହେବ ।

ଏହି ଫିଲ୍ମରେ ଏନ୍ଟିଅ।ରଙ୍କ ସହିତ ରିମିସ୍କା ମନ୍ଦାନା ରୋମାନ୍ସ କରିବେ ବୋଲି ପୂର୍ବରୁ ଖବର ଶୁଣିବାକୁ ମିଳୁଥିଲା । କିନ୍ତୁ ଏବେ ଏହି ଫିଲ୍ମରେ ସାମନ୍ଥା ନଜର    ଅ।ସିବେ ବୋଲି ଶୁଣିବାକୁ ମିଳୁଛିା ପଞ୍ଚମଥର ପାଇଁ ଦୁହେଁ ଏକାଠି ଫିଲ୍ମରେ ନଜର ଅ।ସିବେ । ଜୁନିଅର ଏନ୍ଟିଅ।ରଙ୍କ ସହିତ ସାମନ୍ଥା ରୋମାନ୍ସ କରିବେ ବୋଲି ଚର୍ଚ୍ଚା ରଲିଛି ।
ସୂଚନାଯୋଗ୍ୟ, ନିକଟରେ ସାମନ୍ଥାଙ୍କ ରିଲିଜ ହୋଇଥିବା ଫିଲ୍ମ “ଜାନୁ’ ବକ୍ସ ଅଫିସରେ କିଛି ଖାସ୍ କମାଲ କରିପାରିନଥିଲା ।

Related posts

ବିବାଦରେ ମାହିରା ଶର୍ମା, ଇନଷ୍ଟାରେ ଶେଆର କଲେ ଜାଲ ପ୍ରମାଣ ପତ୍ର

mahabharatanews

ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଦେଲେ ବିଏସଏଫ ଯବାନ

mahabharatanews

ନିଶା ନିବାରଣ କେନ୍ଦ୍ରରେ ଗୁଳିକାଣ୍ଡ: ୨୪ ମୃତ

mahabharatanews