ଓଡିଶାରାଜନୀତି

ସ୍ତ୍ରୀ ତୋର ସେକ୍ସ ମୋର

ଭୁବନେଶ୍ୱର ; ଆପଣକୁ ଆମେ କଂଗ୍ରେସ ଯୁବ ନେତାଙ୍କ ସେକ୍ସ ନିଶା କଥା ଜଣାଇଥିଲୁ । ଯାହା ରାଜଧାନୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେ ତ ଥିଲା ପାର୍ଟ ୧ ର କଥା । ଏବେ ଆପଣକୁ ପାର୍ଟ ୨ରେ ବିସ୍ତୃତ ଭାବେ ଜଣାଇବୁ କିଏ ସେ ଯୁବ ନେତା ? ଆଉ ତାଙ୍କର ସେକ୍ସ ପାର୍ଟନର ଡାକ୍ତରାଣୀଙ୍କ କଥା । କିନ୍ତୁ ନିୟମ ଅନୁଯାୟୀ ଆମେ ଏଠି ଡାକ୍ତରାଣୀଙ୍କ ନାମକୁ ଗୋପନ ରଖିବୁ । ତେବେ ଏହାକୁ ନେଇ ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ ସ୍ତ୍ରୀ ତୋର ସେକ୍ସ ମୋର ।
କଂଗ୍ରେସ ଯୁବନେତା ନିହାର ରଞ୍ଜନ ବେହେରା । ଆପଣ ଭାବୁଥିବେ ଆମେ ନିହାର ରଞ୍ଜନ କଥା କାହିଁକି କହୁଛୁ । ଆଜ୍ଞା ଇଏ ହିଁ ସେହି ମହାନ ପୁରୁଷ ଯାହାଙ୍କର ଚର୍ଚ୍ଚା ଆମେ କରୁଛୁ, ଯିଏ ପଣସ ଖାଇବାକୁ ଭଲ ପାଆନ୍ତି କିନ୍ତୁ ଅଠା ନିଜ ମୁଣ୍ଡରେ ବୋଳିବେନି । ଯାହାଙ୍କର ବାହାର ଖାଇବା ପ୍ରତି ବେଶ ଲାଳସା ରହିଛି । ଇଏ ତ ଥିଲେ ଯୁବକଂଗ୍ରେସ ନେତା । ଏବେ ଜାଣିବା ସେହି ମହିଳା ଡାକ୍ତରଙ୍କ ବିଷୟରେ ସେ ହେଇଛନ୍ତି ଜଣେ ଡେଣ୍ଟିଷ୍ଟ । ଡେଣ୍ଟିଷ୍ଟ ହେବା ସହ ସେ ମନର ରୋଗକୁ ମଧ୍ୟ ବେଶ ଭଲଭାବେ ବୁଝିପାରନ୍ତି । ସେଇଥିପାଇଁ ତ ଆମ ଯୁବନେତାଙ୍କର ବେଶ ପ୍ରିୟ ହୋଇପାରିଛନ୍ତି । କିନ୍ତୁ ନିହାର ବାବୁ ଚଲାଇଥିବା ରାଜନୀତିି ଗୋଟିଟା ବୋଧହୁଏ ଦେଖିପାରୁନାହାନ୍ତି । ସେଥିପାଇଁ ଡାକ୍ତରାଣୀଙ୍କ ସ୍ୱାମୀ ଡାକ୍ତର ଆଶୁତୋଶ ସାହୁଙ୍କୁ ଧମକ ଦେଇଛନ୍ତି କି ତୋ ସ୍ତ୍ରୀକୁ ତୁ ଡିଭୋର୍ସ ଦେବୁନି । ତୁ ତାକୁ ରଖେ ମୁଁ ସେକ୍ସ କରିବି । ସ୍ୱାମୀ ସ୍ତ୍ରୀର କଳା କାରନାମା ବିଷୟରେ ଜାଣିବା ପରେ ସ୍ତ୍ରୀକୁ ଡିଭୋର୍ସ ଦେବାକୁ କୋର୍ଟକୁ ଧାଉଁଛନ୍ତି ।
ଏଠି ସ୍ତ୍ରୀର ସେକ୍ସ ପାର୍ଟନର ତାହା ନ କରାଇଦେବାକୁ ପ୍ରାଣ ପ୍ରଣେ ଲାଗିପଡିଛନ୍ତି । ଯୁବନେତା ଧମକ ଦେଉଛନ୍ତି କି ଡାକ୍ତର କରିଥିବା କ୍ଲିନକ ଭାଙ୍ଗିଦେବେ । ଯାହାକୁ ନେଇ ଡକ୍ଟର ଆଶୁତୋଶ ସାହୁ ନୟାପଲ୍ଲୀ ଥାନରେ ଏକ ଅଭିଯୋଗ କରିଛନ୍ତି । ଏଥିସହ ପୁଲିସ ମଧ୍ୟ ତୋର କଥା କିଛି ବୁଝିବେ ନାହିଁ ବୋଲି ଏହି ନମ୍ବର (୯୯୩୮୪୦୦୫୦୦) ମାଧ୍ୟମରେ ଧମକ ଆସୁଥିବା ଡାକ୍ତର ଅଭିଯୋଗ କରିଛନ୍ତି । ତେବେ ଦେଖିବାକୁ ବାକି ରାହିଲା ପୁଲିସକୁ ନିଜ ଅକ୍ତଆରକୁ ନେଇ କଂଗ୍ରେସ ଯୁବ ନେତା ନିହାର ରଞନ ବେହେରା ଆଉ କେଉଁ ରାଜନୀତି ଗୋଟି ଚଲାଉଛନ୍ତି ।

Related posts

ଆଉ ୧୦ ଜଣଙ୍କ  ମୃତ୍ୟୁ ସହ  ମୃତ୍ୟୁ ସଂଖ୍ୟା ୪୯୨ 

mahabharatanews

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

mahabharatanews

ଏରୋଡ୍ରମ ଲାଇସେନ୍ସ,ବିମାନ ଉଡାଣ ନେଇ DGCA ପକ୍ଷରୁ ମିଳିଲା ଅନୁମତି

mahabharatanews