ଅପରାଧ

ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଚମ୍ପଟ ମାରିବା ଘଟଣା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୬ ପୁଲିସ କର୍ମଚାରୀଙ୍କୁ କରାଯାଇଛି ନିଲମ୍ବନ । ସମ୍ବଲପୁର ଏସପି ଜଣେ ହାବିଲଦାରଙ୍କ ସମେତ ୫ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି । ଏହି ୬ ଜଣ ହାଇଦରର ସୁରକ୍ଷା ଦାୟିତ୍ୱରେ ରହିଥିଲେ ।

Related posts

ଜୁଆ ଆଡ୍ଡାରେ ଚଢାଉ, ୬ ଗିରଫ

mahabharatanews

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

mahabharatanews

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

mahabharatanews