ଓଡିଶା

+୨ ପ୍ରଥମ ବର୍ଷ ଆଡମିଶନ ପ୍ରକ୍ରିୟା ଆରମ୍ଭ

(ଭୁବନେଶ୍ୱର) ; ଆରମ୍ଭ ହେଲା +୨ ଆଡମିଶନ ପ୍ରକ୍ରିୟା । ଇଛା ରଖିଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହେଲା ଆଡ଼ମିଶନ ସଂକ୍ରାନ୍ତୀୟ ମାର୍ଗଦର୍ଶିକା। ଆଡ଼ମିଶନ ପାଇଁ କେବଳ ସାମସ ପୋର୍ଟାଲରେ ଅନଲାଇନରେ ଆବେଦନ ଗ୍ରହଣ ହେବ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ଆଡମିଶନ ପାଇଁ ଇଛୁକ ,ସେମାନେ ସାମ୍ସ ପୋର୍ଟଲରେ ହିଁ ନିଜ ଆବେଦନ ପତ୍ର ଦାଖଲ କରିପାରିବେ । ଆବେଦନ ସମୟରେ କୌଣସି ଘରୋଇ ଏଜେଣ୍ଟ କିମ୍ବା ଏଜେନ୍ସିକୁ ଛାତ୍ରଛାତ୍ରୀମାନେ ଡକ୍ୟୁମେଣ୍ଟ ନଦେବା ଲାଗି ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

Related posts

ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ ମୁଣ୍ଡ ଗଲା

mahabharatanews

ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ନିମାପଡା: ତହସିଲ ପକ୍ଷରୁ ସହାୟତା ରାଶି ଫେରାଇବାକୁ ନୋଟିସ, ହିତାଧିକାରୀ ଛାନିଆ

mahabharatanews