ଓଡିଶା

ରାଜ୍ୟରେ ହେବ ୨୦ଟି ସାଇନ୍ସ ପାର୍କ : ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ 

ଭୁବନେଶ୍ୱର: ରାଜ୍ୟରେ ୨୦ଟି ସାଇନ୍ସ ପାର୍କ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ୟ୍ୟାୟରେ ୧୦ଟି, ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ଆଉ ୧୦ଟି ନିର୍ମାଣ ହେବ। ଗୋଟିଏ ସାଇନ୍ସ ପାର୍କ କରିବା ପାଇଁ ୩୦ ମାସ ସମୟ ଲାଗିବ। ସମସ୍ତ ଜିଲ୍ଲାରେ ଗୋଟିଏ ଗୋଟିଏ ସାଇନ୍ସ ପାର୍କ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହି ନିର୍ମାଣର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୌର ସଂସ୍ଥା ନେବ ।
ସେହିପରି ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ଲାନେଟରିୟମ ରହିଛି। ଆଗକୁ ବାରିପଦା, କେନ୍ଦୁଝର, ଗୋପାଳ ପୁର, ଓ ରାୟଗଡାରେ ପ୍ଲାନେଟୋରିୟମ କରିବା ପାଇଁ ଯୋଜନା ରହିଛି। ରାଉରକେଲା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇସାରିଛନ୍ତି। ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଗୃହରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

 

But many fail at achieving their goals due to this way of thinking. cialis cost south africa Firstly, a medication like Duromine is specifically designed to help obese people to lose their weight, but this medication is meant to be taken for a duration of just 3 months and not many people will achieve losing so much weight in that short period.

Related posts

ପୁଣି ଚର୍ଚ୍ଚାରେ ଚୌଦ୍ୱାର ଜେଲ, ଜେଲ ଭିତରୁ ବଟି ଆଦାୟ ପରେ ଚାଲିଛି ସେଲଫି

mahabharatanews

ସନ୍ଦେହଜନକ ଅବସ୍ଥାରେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ଶୌଚସାରି ଧୋଇ ହେବାକୁ ଯାଇ ଗଡ଼ିଆରେ ବୁଡି ଦୁଇଭାଇଙ୍କ ମୃତ

mahabharatanews

Leave a Comment