ଓଡିଶା

ବିଜ୍ଞାନରେ ୯୫.୧୫ % ପାସ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଲା । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସିଏଚଏସଇ କାର୍ଯ୍ୟାଳୟରେ ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ବିଜ୍ଞାନରେ ୯୫.୧୫ %, ବାଣିଜ୍ୟରେ ୯୪.୯୩% ପାସ ହାର ବୋଲି ମନ୍ତ୍ରୀଙ୍କ ସୂଚନା । ଚଳିତ ବର୍ଷ ବିଜ୍ଞାନରେ ମୋଟ ପାସ ହୋଇଛନ୍ତି ୮୯ହଜାର ୯୫୧ । ଛାତ୍ର ୫୦ହଜାର ୧୯୮ ଓ ଛାତ୍ରୀ ୩୯ ହଜାର ୭୫୩ । ପ୍ରଥମ ଶ୍ରେଣୀରେ ୫୫ହଜାର ୪୬୮ ଓ ଦ୍ୱିତୀୟରେ ୧୬,୯୪୨, ତୃତୀୟର ୧୪ହଜାର ୬୩୧ । ବିଜ୍ଞାନରେ ଛାତ୍ରୀଙ୍କଠୁ ଛାତ୍ରଙ୍କ ଭଲ ପ୍ରଦର୍ଶନ କରିଛନ୍ତି ।
ସେହିପରି ବାଣିଜ୍ୟରେ ପାସ ହୋଇଛନ୍ତି ୨୩ହଜାର ୨୯୨ । ଛାତ୍ରଛାତ୍ରୀ ରାତି ୮ଟାରେ ୱେବସାଇଟ କ୍ଟୟସଗ୍ଦଷବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ରେ ଉପଲବ୍ଧ ହେବ ।

Related posts

ପ୍ରଥମ ବର୍ଷାରେ ତୁରୀ ନଦୀ ପୋଲ ଭୁଶୁଡିଲା

mahabharatanews

ଯୋଡ଼ା ଟାଟା ଷ୍ଟିଲ ପକ୍ଷରୁ  ଆଜି ରନ୍-ଏ-ଥନ୍ ର ଆୟଜନ କରାଯାଇଥିଲା

mahabharatanews

କୁମ୍ଭୀର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

mahabharatanews