ଓଡିଶା

ଚାଉଳ ହେରଫେରକୁ ନେଇ ମିଥ୍ୟା ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ ଅନ୍ତର୍ଗତ ପକାରି ଗ୍ରାମପଞ୍ଚାୟତର ଯୋଗାଣ ସମିତି ଓ ସରପଞ୍ଚଙ୍କ ସ୍ୱାମୀଙ୍କ ଉପରେ ଚାଉଳ ବଣ୍ଟନ ହେରଫେର ଅଭିଯୋଗ ହୋଇ ଆସୁଛି । ଏହାକୁ ବିରୋଧୀ କଂଗ୍ରେସ ଗୋଷ୍ଠୀର ମିଥ୍ୟା ପ୍ର·ର, କଳପୋଳକଳ୍ପିତ ଭାବ ବୋଲି କ୍ୟମେରା ଆଗରେ କହିଛନ୍ତି ସରପଞ୍ଚଙ୍କ ସ୍ୱାମୀ ମଣ୍ଡେଲା ପ୍ରଧାନ ଓ ଯୋଗାଣ ସହାୟକ ।

ଗତ କିଛିଦିନ ତଳେ ପକାରୀ ଉଳ୍ଳପ୍ରାଥମିକ ବିଦ୍ୟାଳରେ ଦ୍ଦୁର୍ନୀତିକୁ ନେଇ ସରପଞ୍ଚଙ୍କ ସ୍ୱାମୀ ସ୍ୱର ଉତ୍ତୋଳନ କରିଥିଲେ । ଏହାକୁ ଅପର ଗୋଷ୍ଠୀ ସହ୍ୟ କରିପାରିନଥିଲେ । ତାହାକୁ ନେଇ ସେଠାରେ ଦ୍ୱନ୍ଦ୍ୱ ଦେଖାଯାଇଥିଲା । ରବିବାର ଦିନ ବାଲିଗୁଡାକୁ ମନ୍ତ୍ରୀ ଅ ।ସୁଥିବା ଖବର ପାଇ ସରପଞ୍ଚଙ୍କ ସ୍ୱାମୀ ବାଲିଗୁଡା ଅ ।ସିଥିଲେ । ସେହି ସମୟରେ ଅପର ଗୋଷ୍ଠୀ ପଞ୍ଚାୟତରେ ·ଉଳ ବଣ୍ଟନରେ ହେରଫେର ହୋଉଛି ବୋଲି ମିଥ୍ୟା ପ୍ର·ର କରି ପଞ୍ଚାୟତରେ ତାଲା ପକାଇଥିଲେ । ସରପଞ୍ଚ ଏହା କଂଗ୍ରେସ ଦଳର ମିଥ୍ୟା ପ୍ର·ର, ସେମାନେ ପଞ୍ଚାୟତ ଉନ୍ନତି ·ହୁଁନାହାନ୍ତି, ଲୋକଙ୍କ ଭଲ ·ହୁଁ ନାହାଁନ୍ତୀ କହି ଅପର ପକ୍ଷ ମିଥ୍ୟାରେ ମୋତେ ବଦଲାମ କରିବାକୁ ·ହୁଁଛନ୍ତ । ·ଉଳ ବଣ୍ଟନ ଯୋଗାଣ ସହାୟକ ଦ୍ୱାରା ପରି·ଳିତ ହୋଉଛି ଏଥିରେ ସରପଞ୍ଚଙ୍କ କିଭଳି ସଂପୃକ୍ତି ବୋଲି ପ୍ରଶ୍ନକରି ·ବିକୁ ଭାଙ୍ଗି ଦେଇଥିଲେ ।

ଏବିଷୟରେ ସମିତି ସଭ୍ୟ ଅଙ୍ଗଦ ନାୟକ, ଗ୍ରାମବାସୀ ମଧ୍ୟ ଏହା ବିରୋଧୀ ଦଳର କୁଚକ୍ରାନ୍ତ । ସେମାନେ ମିଥ୍ୟାର ସାହାରା ନେଇ ସରପଞ୍ଚଙ୍କୁ ବଦନାମ କରି ପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଯୋଗାଣ ସହାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ ସମାନ କଥା କହିଥିଲେ । ସେ କହିଥିଲେ ଏହା ସଂପୂର୍ଣ୍ଣ ମିଥ୍ୟା ପ୍ର·ର, ସମସ୍ତଙ୍କୁ ·ଉଳ ବଣ୍ଟନ କରାଯାଇଛି କେବଳ ଯେଉଁ ହିତାଧିକାରୀଙ୍କ ଅ ।ଧାର ନଂ ସହିତ ରାସନ କାର୍ଡର ଲିକଂ ହୋଇନାହିଁ ସେହି ହିତାଧୀକାରୀମାନେ ·ଉଳ ପାଇ ନାହାଁନ୍ତି । ଅ ।ଧାର ଲିଙ୍କ ପରେ ସେମାନେ ·ଉଳ ପାଇପାରିବେ । ବର୍ତ୍ତମାନ ଗୋଦାମରେ ·ଉଳ ଷ୍ଟକ ଅଛି, କିଛି ହେରଫେର ହୋଇନାହିଁ । ଉଚ୍ଚ କର୍ତ୍ତୃପକ୍ଷ ·ହିଁଲେ ସମସ୍ତ କାଗଜପତ୍ର ଓ ଷ୍ଟକ, କିଛି ହେରଫେର ହୋଇନାହିଁ । କିଛି ସମ୍ବାଦ ପତ୍ର ଠିକ୍ ତଦନ୍ତ ନକରି ମୋ ବିରୋଧରେ ମିଥ୍ୟା ଖବର ପ୍ରକାଶନ କରିବା ହେତୁ ଦରକାର ପଡିଲେ ମୁଁ ଅ ।ଇନର ଅ ।ଶ୍ରୟ ନେବା ସହିତ ସେମାନଙ୍କ ନାମରେ ମନହାନି କେଶ ଦାୟର କରିବି ବୋଲି ପ୍ରକାଶ କରିଛନ୍ତି ।

Related posts

ମହାମାୟୀ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ଏବଂ ଦୁଧୁଜୋରୀ ପଂଚାୟତ ଅଫିସରେ ଗଣତନ୍ତ୍ର ଦିବସ

mahabharatanews

ଅବକାରୀ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

mahabharatanews

ବାଲୁକା କଳାରେ ପୁଲୱାମା ଶହୀଦଙ୍କୁ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews