ଓଡିଶା

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର

ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଓଡତରବୋଇ ଗ୍ରାମରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଡିଏ ବିଜୟ କେତନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ରାଜ୍ୟ ରକ୍ତ ସଂରକ୍ଷଣ ବିଭାଗ ପକ୍ଷରୁ ଏହି ରକ୍ତଗୁଡିକ ନିଆଯାଇଥିବା ଜଣାପଡିଛି । ଏହି ଶିବିରରେ ସ୍ୱେଚ୍ଛାସେବୀ ସ୍ଥାନୀୟ ମହିଳା ଓ ଯୁବକମାନଙ୍କ ମଧ୍ୟରେ ରକ୍ତଦାନ ପାଇଁ ଅ ।ଗ୍ରହ ପ୍ରକାଶ ପାଇଥିଲା । ବହୁତ ଉତ୍ସାହ ସହକାରେ ରକ୍ତଦାନ କରିଥିଲେ । ଶିବିରଟି ଶାନ୍ତି ଶୃଂଖଳାରେ ସମ୍ପନ୍ନ ହୋଇଥିଲା ।

Related posts

୩ ଦିନରେ ଅମାନିଆଙ୍କଠୁ ୭୦ ହଜାର ଟଙ୍କା ଜରିମାନା ଆଦାୟ

mahabharatanews

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

mahabharatanews

ଗଜପତି ଅଂଚଳର ଗୌରବ ସାଜିଲେ ଯାଜ୍ଞସେନୀ

mahabharatanews