ଓଡିଶା

ତରେଇଶୁଣୀ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ

(ମହାଭାରତ, ବୋଲଗଡ): ବୋଲଗଡ଼ ବ୍ଳକ ଗର୍ଭଣୀପଡ଼ା ଏବଂ ବେଣାଗାଡ଼ିଆ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ମା’ ତରେଇଶୁଣୀଙ୍କ ପୀଠରେ ଏକାଦଶତମ ବାର୍ଷିକ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ୧୦ଟି ନାମ ସଂଙ୍କୀର୍ତ୍ତନ ଦଳ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବେଗୁନିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ ନାମଯଜ୍ଞରେ ଯୋଗଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ।

Related posts

କୋଟସମଲାଇରେ ପାତାଳି ମହୋତ୍ସବ ଉଦ୍ୟାପିତ

mahabharatanews

ବିଭିନ୍ନ ଗ୍ରାମରେ ଲକଡାଉନ ନିଷ୍ପତ୍ତି

mahabharatanews

ଆଜିଠୁ ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews