ଓଡିଶା

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ଦୀନବନ୍ଧୁ ରାଉତଙ୍କ ସ୍ମୃତିସଭା

କେନ୍ଦ୍ରାପଡା: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସଂଗଠନର ସକ୍ରୀୟ ସଭ୍ୟ ତଥା କୃଷକ ସ୍ୱର୍ଗତ ଦୀନବନ୍ଧୁ ରାଉତଙ୍କ ବିୟୋଗରେ ଏକ ସ୍ମୃତିସଭା ଓସ୍ତପୁର ପଂଚାୟତର ପୂର୍ବତନ ସରପଂଚ ତଥା ପିସିସି ସଭ୍ୟ ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଓସ୍ତପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସେହି ସ୍ମୃତିସଭାରେ ମଧୁସୂଦନ ରାଉତ, ରବିନ୍ଦ୍ର ମହାପାତ୍ର, ଦାଶରଥି ସାହୁ, ହୃଷିକେଶ ନାୟକ, ନିରଞ୍ଜନ ରଣା, ପ୍ରମୋଦ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦୀନବନ୍ଧୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମରଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ମଲ୍ଲିକ, ମଦନମୋହନ ନାୟକ, ଭାଗବତ ଲେଙ୍କା, ଶୁକଦେବ ରାଉତ, ଦାମୋଦର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦୀନବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ ।

Related posts

ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

mahabharatanews

ଚନ୍ଦ୍ରଯାନ-୩; ସଫଳତା କାମନା କଲେ ଶଙ୍କରାଚାର୍ଯ୍ୟ 

mahabharatanews

ମୋହନାରେ ବାଘ ବୁଲୁଥିବା ସନ୍ଦେହ

mahabharatanews