Uncategorized

ଦେଶରେ ୧୦୭୯୬ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଏପ୍ରିଲ୍ ୧୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୦୭୯୬ ଜଣ କରୋନାଭାଇରସ୍ ଦ୍ୱାରା ଅ ।କ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୩୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛ. ଜଣେ ଦେଶାନ୍ତର ଯାତ୍ରା କରିଛନ୍ତ ଓ୧୦୩୫ ଜଣ ସୁସ୍ଥ ହୋଇଛନ୍ତି । ୩୩୯ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୧୬୦ ଜଣ, ଗୁଜରାଟରେ, ମଧ୍ୟପ୍ରଦେଶରେ ୪୩ ଜଣ, ଦିଲ୍ଲୀରେ୨୮ ଜଣ, ତେଲେଙ୍ଗାନାରେ ୧୬ ଜଣ, ତାମିଲନାଡୁ, ପଞ୍ଜାବରେ ୧୧ ଜଣଲେଖା, ଆନ୍ଧ୍ରପ୍ରଦେଶ, ପଶ୍ଚମବଙ୍ଗରେ ୭ ଜଣ ଲେଖା , କର୍ଣ୍ଣାଟକରେ ୬ ଜଣ, ଉତ୍ତରପ୍ରଦେଶରେ ୫ ଜଣ, ରାଜସ୍ଥାନ ହରିୟାଣା ଓ କେରଳରେ ୩ଜଣ, ଝାଡ଼ଖଣ୍ଡରେ ୨ ଜଣ ଲେଖା ମୃତ୍ୟୁବରଣ କରିଥିବା ବେଳେ ଆସାମ, ବିହାର, ହିମାଚଳ ପ୍ରଦେଶ, ଓଡ଼ିଶାରେ ୧ ଜଣେ ଲେଖା ପ୍ରାଣ ହରାଇଛନ୍ତି ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶରେ (୪୩୨), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଅରୁଣାଚଳ ପ୍ରଦେଶ (୧), ଆସାମ (୩୧), ବିହାର (୬୫), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୧), ଦିଲ୍ଲୀ (୧୫୧୦), ଗୋଅ । (୭), ଗୁଜରାଟ (୫୩୯), ହରିୟାଣା (୧୮୫), ହିମାଚଳ ପ୍ରଦେଶ (୩୨), ଜମ୍ମୁ ଓ କଶ୍ମୀର (୨୭୦), ଝାଡ଼ଖଣ୍ଡ (୨୪) କର୍ଣ୍ଣାଟକ (୨୪୭), କେରଳ (୩୭୯), ଲଦାଖ (୧୫), ମଧ୍ୟପ୍ରଦେଶ (୬୦୪), ମହାରାଷ୍ଟ୍ର (୨୩୩୪), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୫୬), ପୁଦ୍ଦୁଚେରୀ (୭), ପଞ୍ଜାବ (୧୬୭), ରାଜସ୍ଥାନ (୮୭୩), ତାମିଲନାଡୁ (୧୧୭୩), ତେଲେଙ୍ଗାନା (୫୬୨), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୫), ଉତ୍ତରପ୍ରଦେଶ (୫୫୮) ଓ ପଶ୍ଚିମବଙ୍ଗ (୧୯୦) ୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୧୧), ଅ ।ଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୦), ବିହାର (୨୬), ଚଣ୍ଡିଗଡ଼ (୭), ଛତିଶଗଡ଼ (୧୦), ଦିଲ୍ଲୀ (୩୦), ଗୋଅ । (୫), ଗୁଜରାଟ (୫୪), ହରିୟାଣା (୨୯), ହିମାଚଳ ପ୍ରଦେଶ (୧୩), ଜମ୍ମୁ ଓ କଶ୍ମୀର (୧୬), କର୍ଣ୍ଣାଟକ (୫୯), କେରଳ (୧୯୮), ଲଦାଖ (୧୦), ମଧ୍ୟପ୍ରଦେଶ (୪୪), ମହାରାଷ୍ଟ୍ର (୨୧୭), ମଣିପୁର (୧), ଓଡ଼ିଶା (୧୨), ପୁଦ୍ଦୁଚେରୀ (୧), ପଞ୍ଜାବ (୧୪), ରାଜସ୍ଥାନ (୨୧), ତାମିଲନାଡୁ (୫୮), ତେଲେଙ୍ଗାନା (୧୦୦), ଉତ୍ତରାଖଣ୍ଡ (୫), ଉତ୍ତରପ୍ରଦେଶ (୪୯) ଓ ପଶ୍ଚିମବଙ୍ଗ (୩୬) ।

Related posts

ସରକାରୀ ସୁବିଧାରୁ ବଞ୍ଚିତ ୬୦ ବର୍ଷୀୟ ଦିବ୍ୟାଙ୍ଗ

mahabharatanews

ଚୀନର ଆକ୍ରମଣାତ୍ମକ ମନୋବୃତ୍ତି ବଡ଼ ବିପଦ: ମାଇକ ପୋମ୍ପିଓ

mahabharatanews

ଭାଲେଣ୍ଟାଇନ ଡେ’କୁ ବିରୋଧ କରିବନି ବଜରଙ୍ଗି ଦଳ

mahabharatanews