ଓଡିଶା

ବର୍ଷା ପବନରେ ଲୋକମାନଙ୍କ କଥା ବୁଝିଲେ ବିଧାୟକ

(ସାଲେପୁର/ତାରାକାନ୍ତ ନାୟକ): କଟକଜିଲ୍ଲା ଟାଙ୍ଗି-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ବାତ୍ୟା ଅମ୍ପାନ ସମୟରେ ନିଜର ମହାନତା ର ପରିଚୟ ସୃଷ୍ଟି କରିଛନ୍ତି । ବାତ୍ୟାର ପ୍ରକୋପ ରେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକ ମାନେ କିପରି ଭାବରେ ଅଛନ୍ତି ନିଜେ ଏବଂ ନିଜର କଛି ଝାମୁଆ କର୍ମୀଙ୍କୁ ନେଇ ସବୁ ପଂଚାୟତରେ ବୁଲି ଲୋକ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସାଲେପୁର ଅଂଚଳରେ ବେଶି କିଛି କ୍ଷତି ହୋଇନି। ଚାଷ ଓ ପନିପରିବା ବର୍ଷା ପାଣି ଯୋଗୁଁ କ୍ଷତି ଗ୍ରସ୍ତ ହୋଇଛି। ବିଧାୟକଙ୍କ ଏହି କାର୍ୟ୍ୟ କୁ ସାଲେପୁର ବାସୀ ଭୁୟସୀ ପ୍ରଶଂସା କରିଛନ୍ତି।

Related posts

୩୦ଟି ବଗି ଛାଡ଼ି ପଳାଇଲା ଇଞ୍ଜିନ୍

mahabharatanews

ନାଉଗାଁ ଝିଅ ଓ.ଏ.ଏସ. ପରୀକ୍ଷାରେ ସଫଳ

mahabharatanews

କୋଭିଡ ଟୀକାକରଣ ପ୍ରକ୍ରିୟା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ

mahabharatanews