ଓଡିଶା

୫ ବାଲି ବୋଝେଇ ଟ୍ରାକ୍ଟରରୁ ୧ଲକ୍ଷ ଟଙ୍କା ଜରିମାନା

ଜ୍ୟୋତିରଂଜନ/ ଧର/ କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ କୁମୁଣ୍ଡା ଗ୍ରାମ ନିକଟରେ ଥିବା ସିଙ୍ଗିଡା ନାଳରୁ ଚୋରା ବାଲି ବୋଝେଇ ୫ଟ୍ରାକ୍ଟରକୁ ସୋମବାର ସକାଳେ କଣିହାଁ ତହସିଲ ପକ୍ଷରୁ ଜବତ କରାଯାଇଛି । ଉକ୍ତ ବାଲି ବୋଝେଇ ଟ୍ରାକ୍ଟର ଗୁଡିକ ତହସିଲ ପରିସରକୁ ଅଣାଯାଇଥିଲା । ପରେ ଏହି ୫ଟ୍ରାକ୍ଟରରୁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବା ପରେ ସେଗୁଡିକୁ ଛାଡି ଦିଆଯାଇଥିବା କଣିହାଁ ତହସିଲଦାର ଶ୍ରୀଯୁକ୍ତ ପତିତପାବନ ଦେବତା ପ୍ରକାଶ କରିଛନ୍ତି ।

Related posts

ଭୁବନେଶ୍ୱର ଏମ୍ସର ଛାତ୍ରୀ ସର୍ବଭାରତୀୟ ମେଡିକାଲ ସ୍ନାତକୋତ୍ତର ଏଣ୍ଟ୍ରାନ୍ସରେ  ଟପର 

mahabharatanews

ଅଷ୍ଟମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews